ପୂର୍ବତନ ବ୍ଲକ ଉପାଧକ୍ଷ ଙ୍କ ହରେକୃଷ୍ଣ ମହାନ୍ତିଙ୍କ
ଏକାଦଶାହ
ବାରିପଦା,( )ମୟୁରଭଞ୍ଜ ଜ଼ିଲ୍ଲା କପ୍ତିପଦା ବ୍ଳକର ପୂର୍ବତନ ଉପାଧ୍ଯକ୍ଷ, ପୂର୍ବତନ ଶିକ୍ଷକ, ବିଶିଷ୍ଟ ସମାଜସେବୀ ତଥା ନୁଦଡିହା ଅଞ୍ଚଳର ବିକାଶ ପୁରୁଷ ହରେକୃଷ୍ଣ ମହାନ୍ତିଙ୍କର ଏକାଦଶାହ ପାଳନ ହୋଇଯାଇଛି।
ପିତା ପଦ୍ମଲୋଚନ ମହାନ୍ତି ବାରିପଦା ରେ ମହଓକିଲ ଓ ମାତା ବାସନ୍ତୀଙ୍କ କୋଳ ମଣ୍ଡନ ଜନ୍ମ ଗ୍ରହଣ କରିଥିଲେ ହରେକୃଷ୍ଣ ଙ୍କ ତାଙ୍କ ବଡ ପୁଅ ଓ ପୁତ୍ର ବୋଉ ବାରିପଦା ଓକିଲ, ବିଦ୍ୟୁତ କୁମାର ମହାନ୍ତି,ସାନ ପୁଅ ଓ ପୁତ୍ର ବହୁ ପୂର୍ବତନ ସରପଞ୍ଚ ରିତାରାଣୀ ଦଣ୍ଡପାଟ ,ଭାଇ,ଭଉଣୀ,ଚନ୍ଦ୍ରକାନ୍ତି ପ୍ରଧାନ, ଛାୟାକନ୍ତି ଭୋଳ, ପ୍ରମେକାନ୍ତି ନାୟକ, ସୁକାନ୍ତି ମଲ୍ଲିକ, ଶାନ୍ତି ନାୟକ, ଜୟନ୍ତୀ ମହାପାତ୍ର, ଦମୟନ୍ତୀ ନାୟକ, ସୂର୍ଯକାନ୍ତି ମହାପାତ୍ର,ବାଣଜା.ଭାଣିଜୀ,ନାତି ସୁବମ ମହାନ୍ତି , ନାତୁଣୀ କ୍ରିଷ୍ଣା ତୁଳସୀ ମହାନ୍ତି,ଆଉ ସହ ପରିବାର, ଗ୍ରାମ ବାସି ଉପସ୍ଥିତ ଥିଲେ ଅ ନୁଦଡିହା ରେ ରେ ଏକାଦଶାହ ସପୂର୍ଣ ହୋଇଛି.ତାଙ୍କ ଏକାଦଶାହ ମୟୁରଭଞ୍ଜ ର ବାରିପଦା,ଉଦଳା,କପ୍ତିପଦା, ପିଙ୍ଗୁ, ପୋଡାଡିହ, ଆସନବାଣୀ ଓ ଶରତ ଉପଖଣ୍ଡ ଅଞ୍ଚଳରେ ଲୋକ ଉପସ୍ଥିହି ଥିଲେ ଅ ଭଜନ ସନ୍ଧ୍ୟା ନୁଦଡିହା ବାସଭବନ ରେ ଏକାଦଶାହ ପାଳନ ହୋଇଥିବା ବୋଲି ତାଙ୍କ ସୁପୁତ୍ର ବାରିପଦା ଓକିଲ ବିଦ୍ୟୁତ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
