*ନୂଆପଡ଼ା ଜିଲ୍ଲା ରେ ଲଗାଣ ଲଘୁଚାପ ଜନିତ ବର୍ଷା, ଜିଲ୍ଲା ପରିସ୍ଥିତି ବେହାଲ, ଜିଲ୍ଲାରେ ରେକର୍ଡ ଭଙ୍ଗା ବୃଷିପାତ ଯୋଗୁଁ ଜିଲ୍ଲାର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସହ ଅନ୍ୟନ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ, ଟିଖଳୀ ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ୬ ଗୋଟି ଗେଟ୍ ଖୋଲିଛନ୍ତି। ପାଳସଦା ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ,ବୋଡ଼େନ ଖଡ଼ିଆଳ ବିଚ୍ଛିନ୍ନ*
ନୂଆପଡା(ମିଖାଏଲ ନନ୍ଦ) ତା:୨୯.୦୭.
ନୂଆପଡ଼ା ଜିଲ୍ଲା ରେ ଲଗାଣ ଲଘୁଚାପ ଜନିତ ବର୍ଷା, ଜିଲ୍ଲା ପରିସ୍ଥିତି ବେହାଲ, ଜିଲ୍ଲାରେ ରେକର୍ଡ ଭଙ୍ଗା ବୃଷିପାତ ଯୋଗୁଁ ଜିଲ୍ଲାର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସହ ଅନ୍ୟନ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ, ତିଖାଳୀ ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ୬ ଗୋଟି ଗେଟ୍ ଖୋଲିଛନ୍ତି। ବିଭାଗୀୟ ଅଧିକାରୀ ମାନେ ଡେମ ପାଖା ରହିଥିବା ଆସନ୍ତା ସମୟ ରେ ଆହୁରି ତିନି ଗୋଟି ଗେଟ ଖୋଲିବା ସମ୍ଭାବନା ରହିଅଛି। ପାଳସଦା ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ, ବୋଡ଼େନ ଖଡ଼ିଆଳ ଯାତାୟାତ ବିଚ୍ଛିନ୍ନ ହୋଇଅଛି।
