*ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ କକ୍ଷ ଠାରେ ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ରେ ଶ୍ରମ ଏବଂ ପୋଲିସ ବିଭାଗଙ୍କ ମିଳିତ ଉଦ୍ୟମ ର ବିଭିନ୍ନ ଦିଗ ରେ ସଚେତନ ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୨୪.୦୭.
ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ କକ୍ଷ ଠାରେ ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ରେ ଶ୍ରମ ଏବଂ ପୋଲିସ ବିଭାଗଙ୍କ ମିଳିତ ଉଦ୍ୟମ କାର୍ଯ୍ୟାନୁଷ୍ଠାନ ବିଭିନ୍ନ ଦିଗ ଉପରେ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର କୁ ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଅଧ୍ୟକ୍ଷତା କରିଥିବା ବେଲେ ଜିଲ୍ଲା ଶ୍ରମ ଉପ କମିଶନ୍ ରବୀନ୍ଦ୍ର କୁମାର ବାର୍ଲା ଯୋଗ ଦେଇ ଶିଶୁ ଶ୍ରମିକ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ ଏବଂ ଉଦ୍ଧାର ସହ ତାଙ୍କ ଉପଯୁକ୍ତ ଥଇଥାନ ପାଇଁ ଆହ୍ୱାନ କରିଥିଲେ। ସଭାକୁ ପୂର୍ବତ୍ତନ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡଃ.ଫଣିନ୍ଦମ ଦେଓ ଦେଇ ଯୋଗ ଦେଇ ଶିଶୁ ଶ୍ରମିକ ଉଦ୍ଧାର କରି ତାଙ୍କ ଉପଯୁକ୍ତ ଥଇଥାନ ଏ ଅନେକ ସଫଳତା ଏବଂ ଉଦ୍ଧାର ବେଳେ ସମ୍ମୁଖୀନ ହେଉଥିବା ଅନେକ ବାଧା କୁ ଏକ ଚେଲେଞ୍ଚ ଭାବି ଆଗକୁ ବଢ଼ିବା ଦ୍ୱାରା ସଫଳତା ହାସଲ କରିବେ ବୋଲି କହିଥିଲେ। ଶିଶୁଙ୍କ ପାଇଁ ସହାନୁଭୂତି ବଦଳରେ ସମାନୁଭୂତି ଦେଖେଇବାକୁ ଆହ୍ୱାନ କରିଥିଲେ। ସଭାରେ ଜିଲ୍ଲା ଉପ ଶ୍ରମ ଅଧିକାରୀ ନିଖିଲ ଅଗ୍ରୱାଲ ପରିଚାଳନା କରିଥିଲେ। ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର
