*ଓଡ଼ିଶା ସରକାର ପକ୍ଷ ରୁ ସଂଶୋଧିତ ହୋଇଥିବା ସହର ବ୍ଲକ ଜିଲ୍ଲା ଏବଂ ଗାଁ ର ନାମର ଇଂରାଜୀ ବନାନ କୁ କାର୍ଯ୍ୟକାରୀ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପକ୍ଷ ରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ରାଳାପ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୨.୦୭.
ଓଡ଼ିଶା ସରକାର ପକ୍ଷ ରୁ ସଂଶୋଧିତ ହୋଇଥିବା ସହର, ବ୍ଲକ, ଜିଲ୍ଲା ଏବଂ ଗାଁ ର ନାମର ସଂଶୋଧିତ ଇଂରାଜୀ ବନାନ କୁ କାର୍ଯ୍ୟକାରୀ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ରାଳାପ କରିଛନ୍ତି। ସରକାରୀ, ବେସରକାରୀ, ଅନୁଷ୍ଠାନ ଏବଂ ସମସ୍ତ କାର୍ଯ୍ୟାଳୟରେ ଏହାର ସଂଶୋଧିତ ଇଂରାଜୀ ବନାନ କୁ କାର୍ଯ୍ୟକାରୀ କରିବା ସହ ନାମ ନାମ ଫଳକ ରେ ଉଲ୍ଲେଖ କରିବାକୁ ଆହ୍ୱାନ କରିଛନ୍ତି।ନୂଆପଡ଼ା ଜିଲ୍ଲା ର ଖଡ଼ିଆଳ ଇଂରାଜୀ ବନାନା KHADIAL ଓଡ଼ିଆରେ ଖଡିଆଳ ଲେଖିବାକୁ ହେବ।
