*ଲତାବାଞ୍ଜି ପିଆରଏଫ ନିକଟରେ ଗତକାଲି ୧୨.୩୦ ରେ ଏକ ବନ୍ୟ ପ୍ରାଣୀ ମୋନିଟର ଲିଜାଡ (ଗୁଏ) କୁ ହତ୍ୟା ଉଦ୍ୟମ ବେଳେ ବାନ ବିଭାଗ ଚଢାଉ ଓ ଉଦ୍ଧାର*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୦୭.
ଲତାବାଞ୍ଜି ପିଆରଏଫ ନିକଟରେ ଗତକାଲି ୧୨.୩୦ ରେ ଏକ ବନ୍ୟ ପ୍ରାଣୀ ମୋନିଟର ଲିଜାଡ (ଗୁଏ) କୁ ହତ୍ୟା ଉଦ୍ୟମ ବେଳେ ବାନ ବିଭାଗ ଚଢାଉ ଓ ଉଦ୍ଧାର କରିଥିଲେ। ଚଢାଉ ବେଳେ ସାନମହେଶ୍ୱର ଫରେଷ୍ଟର ରଞ୍ଜନ କୁମାର ସାହୁ ଏବଂ ସାନମହେଶ୍ୱର ବିଟ ରୋହିତେଶ୍ୱର ରାଉତ ଉପସ୍ଥିତ ଥିଲେ। ଏହି ବନ୍ୟ ପ୍ରାଣୀକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ କୋମନା ଥାନା ପେଣ୍ଡରାବନ୍ଧ ଗ୍ରାମର ଅମୃତ ମାଝୀ ୫୩ ବର୍ଷ ପିତା ସାଧୁ ମାଝୀ, ବୋଲି ଜଣାପଡ଼ିଛି। । ଏକ କରି କୋର୍ଟ ଚାଲାଣ କରିଛନ୍ତି। । ମିଟର ଲିଯାଡ monitor Lizard, ଗୁଟ। ଲମ୍ବ ୯୪ ସେଣ୍ଟି ମିଟର ଥିବା ବେଳେ ଓଜନ ୨ କିଲୋ ୪୦୦ ଗ୍ରାମ ଥିବା ଜଣାପଡ଼ିଛି। ଏଠାରୁ ସ୍ପଷ୍ଟ ଅନୁମେୟ ଯେ ଜିଲ୍ଲାରେ ଜଙ୍ଗଳ ବୃଦ୍ଧି ହୋଇଥିବା ବେଳେ ବିଶେଷ ରୂପେ ବନ୍ୟ ପ୍ରାଣୀ ବାସସ୍ଥାନ ସୃଷ୍ଟି ଭଳି ଜଙ୍ଗଳ ବୃଦ୍ଧି ପରିବେଶ କୁ ସନ୍ତୁଲନ ସହ ପ୍ରଦ୍ୟୁଷଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଚାରା ରୋପଣ ଏକ ପ୍ରକ୍ରିୟା ଅଟେ। କିନ୍ତୁ ଗତ ବର୍ଷ ହୋଇଥିବା ବନୀକରଣ କୁ ଶତ ପ୍ରତିଶତ ଚାରା ବୃଦ୍ଧି ଉପରେ କାର୍ଯ୍ୟ ଆବଶ୍ୟକ ଅଟେ।
