*ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ମୃତକ ଭାତ୍ତଚୟନ୍ କରିବ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ମୃତକ ଭାତ୍ତ ଚୟନ୍ କରିବ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଆଜି ଭତ୍ତା ବଣ୍ଟନ ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଓ ଭତ୍ତା ବଣ୍ଟନ କରିବା ରେ ଆବଶ୍ୟକ ପଦକ୍ଷେପ ପାଇଁ ଆହ୍ୱାନ କରିଛନ୍ତି। ଓଡ଼ିଶା ରେ ବାକି ରହିଯାଇଥିବା ହିତାଧିକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ ବ୍ୟବସ୍ଥା କରିବାକୁ ଆହ୍ୱାନ କରିଥିଲେ। ଅନ୍ୟମନଙ୍କ ମଧ୍ୟରେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ , ଜିଲ୍ଲାପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଆଜି ବ୍ଲକ୍ ରେ ୩୭୭ ଜଣ ଭତ୍ତା ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ହାତରେ ୨୨୪ ଏବଂ ବ୍ୟାଙ୍କ ପାସ୍ ବହି ରେ ୧୫୩ ଜଣଙ୍କୁ ଭତ୍ତା ପ୍ରଦାନ କରିଛନ୍ତି।
