*ନୂଆପଡ଼ା ଜିଲ୍ଲା ମଣ୍ଡି ସମସ୍ୟା ଦୂରୀଭୂତ, ବିଭିନ୍ନ ମଣ୍ଡିରେ ଆଇସ୍କାନ ଶେଷ, ମଣ୍ଡିରୁ ଶତ ପ୍ରତିଶତ ଚାଷୀଙ୍କ ଶତ ପ୍ରତିଶତ ଧାନ ଉଠାଣ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୭.
ନୂଆପଡ଼ା ଜିଲ୍ଲା ମଣ୍ଡି ସମସ୍ୟା ଦୂରୀଭୂତ, ବିଭିନ୍ନ ମଣ୍ଡିରେ ଆଇସ୍କାନ ଶେଷ, ମଣ୍ଡିରୁ ଶତ ପ୍ରତିଶତ ଚାଷୀଙ୍କ ଶତ ପ୍ରତିଶତ ଧାନ ଉଠାଣ ନେଇ ଜିଲ୍ଲାପାଳ ଏବଂ ନୂଆପଡ଼ା ବିଧାୟକ ପ୍ରକାଶ କରିଛନ୍ତି। ଆଜି ମଣ୍ଡିରେ ଧାନ ଆଇସ୍କାନ୍ ଶେଷ ହୋଇଥିବା ବେଳେ ବର୍ତ୍ତମାନ ମଣ୍ଡିବୃ ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଅଛି। ନୂଆପଡ଼ା ଜିଲ୍ଲା ରେ ରବି ଧାନ ଲକ୍ଷ ୯ ଲକ୍ଷ ୭୮ ହଜାର କ୍ୱିଣ୍ଟାଲ ଥିବା ବେଳେ ଜିଲ୍ଲା ରେ ୯ ଲକ୍ଷ ୬୪ ହଜାର କ୍ୱିଣ୍ଟାଲ ଧାନ କ୍ରୟ ହୋଇଅଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ କ୍ୱିଣ୍ଟାଲ ୬୪ ହଜାର କ୍ୱିଣ୍ଟାଲ କ୍ରୟ ହୋଇଥିବା ବେଳେ ୩ ଲକ୍ଷ କ୍ୱିଣ୍ଟାଲ ଧାନ ଉଠିବା ନେଇ ପ୍ରକ୍ରିୟା ଜାରି ରହିଛି।
