*ଭାଷା ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ତରଫରୁ ଆୟୋଜିତ ୧୨ ତମ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ -୨୦୨୬ ପାଳିତ*
ଭାଷା ସଂସ୍କୃତି ବିଭାଗ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ତରଫରୁ ଆୟୋଜିତ ୧୨ ତମ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ -୨୦୨୬ ଗତ ତା.୧୪.୦୬.୨୦୨୬ ରିଖ ରବିବାର ଅପରାହ୍ନ ଘ.୦୪:୦୦ ଠାରୁ ଘ.୦୯:୦୦ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ।ଏହି ଉତ୍ସବରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ *ଜାତୀୟ ଉତ୍କଳ ରଜ ମହାରାଜା ମହାରାଣୀ ରୌପ୍ୟ ରତ୍ନ ସମ୍ମାନ-୨୦୨୬ରେ* ସମ୍ମାନିତ କରିବା ସହ ଆନୁଷ୍ଠାନିକ ଭାବରେ ତ୍ରୟ ମାସିକ ପତ୍ରିକା *ସୂରୀୟାଂଶ* ପତ୍ରିକାର ଶୁଭ ଉନ୍ମୋଚନ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଭୁବନେଶ୍ଵର କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଏବଂ ପ୍ରଥମ ଅଧିବେଶନରେ ଭାଷା ସାହିତ୍ୟ ସଂସ୍କୃତି ଏବଂ କଳା କ୍ଷେତ୍ରରେ ରାଜାର ପ୍ରଭାବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ରଜ ପିଠା, ରଜ ପାନ ଇତ୍ୟାଦି ଖାଇ ମୂଲ୍ୟବାନ ଭାଷଣ ଦେଇ ସ୍ରୋତମାନଙ୍କୁ ମୁଗ୍ଧ କରିଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ସମ୍ବର୍ଦ୍ଧନା ପର୍ବ ପାଳନ,ଓଡ଼ିଶୀ ନୃତ୍ୟ ପରିବେଷଣ କବିତା ପାଠ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ପ୍ରଥମ ଅଧିବେଶନରେ ଡ଼ଃ.ନିରଞ୍ଜନ ପଣ୍ଡା ସୋନପୁର ବିରାଜିତ ଫାଉଣ୍ଡେସନ ପ୍ରତିଷ୍ଠା ସଭାପତିତ୍ଵ ଏବଂ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରମୋଦ କୁମାର ସାମନ୍ତରାୟ,ସ୍ୱତନ୍ତ୍ର ସମ୍ପାଦକ ନିଷ୍ପତି ଯୋଗଦେଇଥିଲେ।ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ନନ୍ଦ,କଳାହାଣ୍ଡି,ଶ୍ରୀଯୁକ୍ତ ସତ୍ୟଜିତ୍ ରାୟ ଚୌଧୁରୀ ଭୁବନେଶ୍ୱର,ଶ୍ରୀଯୁକ୍ତ ରାଜକିଶୋର ସାହୁ,ନିମାପଡ଼ା,ପୁରୀ,ଶ୍ରୀଯୁକ୍ତ ଅସୀମ କର, ଭୁବନେଶ୍ଵର, ଶ୍ରୀମାନ୍ ଆଲୋକ ପଣ୍ଡା,ଭୁବନେଶର,ଶ୍ରୀଯୁକ୍ତ ସୁବାସ ମଲ୍ଲିକ, ଭୁବନେଶ୍ୱର,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା,ଭୁବନେଶ୍ୱର,ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର ବିଶିଷ୍ଟ ଗୀତିକବି ତଥା ଶିକ୍ଷାବିତ୍ ଝାରସୁଗୁଡ଼ା,ଶ୍ରୀମତୀ ସସ୍ମିତା ଜେନା,ଲକ୍ଷ୍ମୀ ସାଗର, ଭୁବନେଶ୍ୱର ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ବୋଲଗଡ ଖୋର୍ଦ୍ଧା,ଡ଼ଃ.ସୁଶ୍ରୀ ସଙ୍ଗୀତା ମିଶ୍ର,ବଲାଙ୍ଗୀର,ଶ୍ରୀମତୀ ଚୁମକି ଦାସ ମନହିରା,ଉପ ନିର୍ଦ୍ଦେଶକ ଓ ଏସ ଏସ ପବ୍ଲିକ ସ୍କୁଲ ଭୁବନେଶ୍ୱର,ଶ୍ରୀମତୀ ସୀମା କାନୁନଗୋ,ଭୁବନେଶ୍ୱର ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଡା ପ୍ରୀତମ ପାଲ,ମ୍ୟାନେଜିଂ ଡାଇରେକ୍ଟର ଆର୍ ସି ଏମ୍ କଲେଜ,ଭୁବନେଶ୍ୱର ଯୋଗ ଦେଇ ଏକ ବିରାଟ ସଭକର୍ଯ୍ୟକୁ ପରିଚାଳନା କମିଟି ସଦସ୍ୟମାନେ ଉଚ୍ଚ କୋଟୀର ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଅନୁଷ୍ଠାନର ମୁଖ୍ୟ ସଭାପତି ଡ଼ା ନବ କିଶୋର ଶତପଥୀ ଭୁବନେଶ୍ୱର ଏବଂ ମୁଖ୍ୟ ସମ୍ପାଦକ ଡଃ ମଙ୍ଗୁଲୁ କୁମାର ଦାସ ଭୁବନେଶ୍ୱର ସଭାକାର୍ଯ୍ୟକୁ ସଠିକ୍ ଭାବରେ ନିୟନ୍ତ୍ରଣ କରି ପରିଚାଳନା କରିଥିଲେ।ମୁଖ୍ୟ ସଭାପତି ଡ଼ା ନବ କିଶୋର ଶତପଥୀ ଭୁବନେଶ୍ୱର ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏଵଂ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ। ସଭା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ଏବଂ କୁନି ପିଲାଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରି ମାନପତ୍ର ଟ୍ରଫି ଉତ୍ତରୀୟ ମାଗାଜିନ୍ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରି ବହୁ ଖୁସି ହେବେ ସହ ରଜ ପର୍ବ ପାଳନ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ସରକାର ଏବଂ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ତରଫରୁ ଆୟୋଜିତ ୧୨ ତମ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ -୨୦୨୬ ଗତ ତା.୧୪.୦୬.୨୦୨୬ ରିଖ ରବିବାର ଅପରାହ୍ନ ଘ.୦୪:୦୦ ଠାରୁ ଘ.୦୯:୦୦ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ।ଏହି ଉତ୍ସବରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ *ଜାତୀୟ ଉତ୍କଳ ରଜ ମହାରାଜା ମହାରାଣୀ ରୌପ୍ୟ ରତ୍ନ ସମ୍ମାନ-୨୦୨୬ରେ* ସମ୍ମାନିତ କରିବା ସହ ଆନୁଷ୍ଠାନିକ ଭାବରେ ତ୍ରୟ ମାସିକ ପତ୍ରିକା *ସୂରୀୟାଂଶ* ପତ୍ରିକାର ଶୁଭ ଉନ୍ମୋଚନ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଭୁବନେଶ୍ଵର କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଏବଂ ପ୍ରଥମ ଅଧିବେଶନରେ ଭାଷା ସାହିତ୍ୟ ସଂସ୍କୃତି ଏବଂ କଳା କ୍ଷେତ୍ରରେ ରାଜାର ପ୍ରଭାବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ରଜ ପିଠା, ରଜ ପାନ ଇତ୍ୟାଦି ଖାଇ ମୂଲ୍ୟବାନ ଭାଷଣ ଦେଇ ସ୍ରୋତମାନଙ୍କୁ ମୁଗ୍ଧ କରିଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ସମ୍ବର୍ଦ୍ଧନା ପର୍ବ ପାଳନ,ଓଡ଼ିଶୀ ନୃତ୍ୟ ପରିବେଷଣ କବିତା ପାଠ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ପ୍ରଥମ ଅଧିବେଶନରେ ଡ଼ଃ.ନିରଞ୍ଜନ ପଣ୍ଡା ସୋନପୁର ବିରାଜିତ ଫାଉଣ୍ଡେସନ ପ୍ରତିଷ୍ଠା ସଭାପତିତ୍ଵ ଏବଂ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରମୋଦ କୁମାର ସାମନ୍ତରାୟ,ସ୍ୱତନ୍ତ୍ର ସମ୍ପାଦକ ନିଷ୍ପତି ଯୋଗଦେଇଥିଲେ।ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ନନ୍ଦ,କଳାହାଣ୍ଡି,ଶ୍ରୀଯୁକ୍ତ ସତ୍ୟଜିତ୍ ରାୟ ଚୌଧୁରୀ ଭୁବନେଶ୍ୱର,ଶ୍ରୀଯୁକ୍ତ ରାଜକିଶୋର ସାହୁ,ନିମାପଡ଼ା,ପୁରୀ,ଶ୍ରୀଯୁକ୍ତ ଅସୀମ କର, ଭୁବନେଶ୍ଵର, ଶ୍ରୀମାନ୍ ଆଲୋକ ପଣ୍ଡା,ଭୁବନେଶର,ଶ୍ରୀଯୁକ୍ତ ସୁବାସ ମଲ୍ଲିକ, ଭୁବନେଶ୍ୱର,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା,ଭୁବନେଶ୍ୱର,ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର ବିଶିଷ୍ଟ ଗୀତିକବି ତଥା ଶିକ୍ଷାବିତ୍ ଝାରସୁଗୁଡ଼ା,ଶ୍ରୀମତୀ ସସ୍ମିତା ଜେନା,ଲକ୍ଷ୍ମୀ ସାଗର, ଭୁବନେଶ୍ୱର ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ବୋଲଗଡ ଖୋର୍ଦ୍ଧା,ଡ଼ଃ.ସୁଶ୍ରୀ ସଙ୍ଗୀତା ମିଶ୍ର,ବଲାଙ୍ଗୀର,ଶ୍ରୀମତୀ ଚୁମକି ଦାସ ମନହିରା,ଉପ ନିର୍ଦ୍ଦେଶକ ଓ ଏସ ଏସ ପବ୍ଲିକ ସ୍କୁଲ ଭୁବନେଶ୍ୱର,ଶ୍ରୀମତୀ ସୀମା କାନୁନଗୋ,ଭୁବନେଶ୍ୱର ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଡା ପ୍ରୀତମ ପାଲ,ମ୍ୟାନେଜିଂ ଡାଇରେକ୍ଟର ଆର୍ ସି ଏମ୍ କଲେଜ,ଭୁବନେଶ୍ୱର ଯୋଗ ଦେଇ ଏକ ବିରାଟ ସଭକର୍ଯ୍ୟକୁ ପରିଚାଳନା କମିଟି ସଦସ୍ୟମାନେ ଉଚ୍ଚ କୋଟୀର ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଅନୁଷ୍ଠାନର ମୁଖ୍ୟ ସଭାପତି ଡ଼ା ନବ କିଶୋର ଶତପଥୀ ଭୁବନେଶ୍ୱର ଏବଂ ମୁଖ୍ୟ ସମ୍ପାଦକ ଡଃ ମଙ୍ଗୁଲୁ କୁମାର ଦାସ ଭୁବନେଶ୍ୱର ସଭାକାର୍ଯ୍ୟକୁ ସଠିକ୍ ଭାବରେ ନିୟନ୍ତ୍ରଣ କରି ପରିଚାଳନା କରିଥିଲେ।ମୁଖ୍ୟ ସଭାପତି ଡ଼ା ନବ କିଶୋର ଶତପଥୀ ଭୁବନେଶ୍ୱର ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏଵଂ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ। ସଭା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ଏବଂ କୁନି ପିଲାଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରି ମାନପତ୍ର ଟ୍ରଫି ଉତ୍ତରୀୟ ମାଗାଜିନ୍ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରି ବହୁ ଖୁସି ହେବେ ସହ ରଜ ପର୍ବ ପାଳନ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।
