*ଲାଲ ବାହାଦୁର ଶାସ୍ତ୍ରୀ ମିନି ପାର୍କ ରେ ଅତ୍ୟାଧୁନିକ ଜିମ ବ୍ୟବସ୍ଥା, ଖଞ୍ଜିବା ରେ ସୁଧାର ଆବଶ୍ୟକ, ପଦକ୍ଷେପ ପାଇଁ ଅଧିକାରୀଙ୍କୁ ଅନୁରୋଧ*
ନୂଆପଡା( ମିଖାଏଲ ନନ୍ଦ)
ତା:୩୧.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ମିନି ପାର୍କ ରେ ଅତ୍ୟାଧୁନିକ ଜିମ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାର ଥିବା ଜିମ ଯନ୍ତ୍ରପାତି ଖଞ୍ଜିବା ରେ ସୁଧାର ଆବଶ୍ୟକ ରହିଅଛି। ପଦକ୍ଷେପ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରାଯାଉଅଛି। କିନ୍ତୁ ସୁଧାର ହେବାର ନାଁ ନେଉନାହିଁ। ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଙ୍କ ଆମୋଦ ପ୍ରମୋଦ ପାଇଁ ଉଦ୍ୟାନ ବ୍ୟବସ୍ଥା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ। କିନ୍ତୁ ଏହି ବ୍ୟବସ୍ଥା ମଧ୍ୟରେ ଅବ୍ୟବସ୍ଥା ଗ୍ରହଣୀୟ ନୁହେଁ । କାରଣ ଜନତାଙ୍କ ପାଇଁ ସମସ୍ତ ସୁବିଧା ରେ ସୁଧାର ଆଣିବା ଏକ ବିକଶିତ ଏନଏସି ମାନ୍ୟତା ଦିଏ। କିନ୍ତୁ କୌଣସି ବିଷୟ ଉପରେ ସୂଚିତ କରିବା ସାମ୍ବାଦିକ ଙ୍କ କର୍ତ୍ତବ୍ୟ ଅଟେ। ମାତ୍ର ଅଳ୍ପ ଖର୍ଚ୍ଚରେ ସେହି ସୁବିଧା ଯୋଗାଣ ସମ୍ଭବ ଆଟେ। କାହିଁକି ମାସ ମାସ ଧରି ଏହି ବ୍ୟବସ୍ଥା ଯଥା ତଳେ ପଡ଼ି ରହିଅଛି। ଏହା ସତ୍ତ୍ୱେ ମଧ୍ୟ ନିଜ ଶିଶୁଙ୍କ ପାଇଁ ଅଭିଭାବକଙ୍କ ସମୟ ଅତିବାହିତ କରିବାକୁ ଦେଖାଯାଉଅଛି। ଏହା ଅଭିଯୋଗ ନୁହେଁ ସୁଧାର ପାଇନ ଆହ୍ୱାନ ।
