ସ୍ବାମୀ ସ୍ତ୍ରୀ କଳହରୁ କରୁଣ ପରିସ୍ଥିତି
(ନିପ୍ର ଗୋକୁଳାନନ୍ଦ ବେହେରା)ସ୍ୱାମୀ ସ୍ତ୍ରୀ କଳହରୁ କରୁଣ ପରିସ୍ଥିତି, ସ୍ତ୍ରୀ ବେକରେ ରସି ଲଗେଇ ଝୁଲିପଡିଲେ,ଏଭଳି ଚିତ୍ର ଆସି ପହଁଚିଛି ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଂଚଳର ଆମ୍ବବହାଳି ଗ୍ରାମରୁ ଠାକୁରପାଳ ଗ୍ରାମର ଭାକୁର ସ୍ୱାଇଁ ଙ୍କ ଝିଅ ପୂଜାରାଣୀ ସ୍ୱାଇଁ ଙ୍କୁ ପାଞ୍ଚ ବର୍ଷ ତଳେ ଆମ୍ବବାହାଳି ଗ୍ରାମର ଜଗବନ୍ଧୁ ରାଉତ ଙ୍କୁ ବିବାହ କରିଥିଲେ ତାଙ୍କର ତିନି ବର୍ଷ ର ଝିଅଟି ମଧ୍ୟ୍ୟ ଅଛି, ତେବେ ପରିବାର ଲୋକଙ୍କ କହିବା ଅନୁଯାଇ ଆମ ଝିଅକୁ ଜ୍ୱାଇଁ ସବୁବେଳେ ମଦ୍ୟପାନ କରି ମାଡ଼ ପିଟା କରନ୍ତି,ଗତ ରାତିରେ ଅତ୍ୟଧିକ ମଦପି ଝିଅ ପୂଜା କୁ ବାଡେଇ ମାରିଦେଇଛନ୍ତି l ତେବେ ଗତ ସନ୍ଦ୍ୟା 7ଟା ରେ ଝିଅ ମୃତ୍ୟୁ ଖବର ପାଇବା ପରେ ମଧ୍ୟ୍ୟ ପୋଲିସ ଯାଇ ପହଂଚି ନଥିଲେ ଆଜି ସକାଳ 9 ଟାରେ ଗଁଦିଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ଯାହା ଝିଅର ପରିବାର ଲୋକ ଅଭିଯୋଗ କରିଛନ୍ତି
