ବରଗଡ଼ ଠାରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ର ଏକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
(ରମେଶ ଅଗ୍ରୱାଲ.:ନିପ୍ର)
ଆଜି ବରଗଡ଼ ଠାରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ର ଏକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ସଭାରେ Senior Citizen Association, କଳାହାଣ୍ଡି , ଭବାନିପାଟଣା ର ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ଙ୍କୁ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ର organising secretary ଭାବରେ ମନୋନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ଙ୍କ ସହିତ ଜଡିତ ରହି ବିଭିନ୍ନ ଉନ୍ନତ ମୂଳକ ପଦକ୍ଷେପ ନେବାକୁ ଆଶାୟୀ ଅଛନ୍ତି।
