ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ମଙ୍ଗଳବାରଭ ବାନୀପାଟଣା, ୧୯ ମଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପିଡବ୍ଲ୍ୟୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏକ୍ସଇଏନ୍) ଭୁବନେଶ୍ୱର ଶବରଙ୍କ ଭବାନୀପାଟଣା ଜାଲେରେ ପଡ଼ିଛନ୍ତି।*
*ଭବାନୀପାଟଣା ସ୍ଥିତ ଭିଜିଲାନ୍ସ ଜଜଙ୍କ ଆଦେଶକ୍ରମେ ଆଜି ୩ ଆୟବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ ଟିମ୍ ଭବାନୀପାଟଣା କ୍ଲବ ଛକ ଘୋଷଣାମୁଣ୍ଡା ସ୍ଥିତ ପୈତୃକ ଘର, ଧର୍ମଗଡ଼ ଓ କଟକ ପଦର ସ୍ଥିତ ଫାର୍ମ ହାଉସ, ଧର୍ମଗଡ଼ ଏକ୍ସଇଏନ୍ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରିଛନ୍ତି। ଏଥିରେ ୧ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ତେବେ ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।*
