କ୍ଷେତ୍ରୀୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ସଫଳତା,
ବେଲଗୁଣ୍ଠା, ୧୮/୦୫,-(ଶିବରାମ ଚୌଧୁରୀ )-କ୍ଷେତ୍ରୀୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ସଫଳତା ଚଳିତ ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପ୍ରକାଶିତ ସ୍ନାତକ ପରୀକ୍ଷା ଫଳରେ କ୍ଷତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ରୀ ରୁପାସ୍ୱନି ସ୍ୱାଇଁ , ରୋଜାଲିନ ସାହୁ ଯୁଗ୍ମ ସପ୍ତମ ସ୍ଥାନ ଏବଂ ଚିନ୍ମୟୀ ଗୌଡ଼ ଦଶମ ସ୍ଥାନ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ର ତୁଳସୀ ସାହୁ ଷଷ୍ଠ ଇଂରାଜୀ ବିଭାଗର ପୂଜାରଣି ସ୍ୱାଇଁ ତୃତୀୟ,ରେଶ୍ମା ବିଷୋୟୀ ଅଷ୍ଟମ ଏବଂ ଦର୍ଶନ ଶସ୍ତ୍ର ବିଭାଗର କାଜଲ ସ୍ୱାଇଁ ତୃତୀୟ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଚତୁର୍ଥ,ସର୍ମିଟ। ବିଷୋୟୀ ପଞ୍ଚମ, ଦିପାରଣି ଜେନା ଅଷ୍ଟମ,ତୁଳସୀ ସାହୁ ନବମ, ଗଣେଶ କୁମାର ସାହୁ ଦଶମ ସ୍ଥାନ ଅଧିକାର କରିଛନ୍ତି। ଅଧକ୍ଷ ଡ଼. ଗିରିଧର ନାୟକ ଏହାର ସମସ୍ତ ଶ୍ରେୟ ଅଧ୍ୟାପକ, ଅଧ୍ୟାପିକା ଙ୍କୁ ପ୍ରଦାନ କରିଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଜେ କଠିନ ପରିଶ୍ରମ କରି ନିଜର ଭବିଷ୍ୟତ ଗଠନ କର ଏବଂ ମହାବିଦ୍ୟାଳୟ କୁ ଗ୍ୱରବାନ୍ଵିତ କରି ଅଞ୍ଚଳର ଆକାଂକ୍ଷା ପୂରଣ କର। ଅଧ୍ୟକ୍ଷ ଡ. ଗିରିଧର ନାୟକ
