#ବିଜେପି_ଶାସନରେ_ଆଇନ_ଶୃଙ୍ଖଳା_ଏବେ_କୋମାରେ।
ରାଜ୍ୟରେ ବଢୁଥିବା ଅପରାଧକୁ ରୋକିବାରେ ବିଫଳ ବିଜେପି ସରକାର ବିରୁଦ୍ଧରେ ଡିଜିପି ଅଫିସ୍ ସମ୍ମୁଖରେ କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡ଼ି ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ Pratap Jena ଯୋଗଦେବା ସହିତ ଡିଜିପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଗଲା।
