ପରିବାର ଲୋକଙ୍କ ପାଖରେ ପହଞ୍ଚିବାରେ ସାହାଯ୍ୟ କରନ୍ତୁ।ଅଜଣା ବ୍ୟକ୍ତି ରାସ୍ତାରେ ପଡ଼ିଥିବା ଅବସ୍ଥାରେ ଏରସମା ମେଡିକାଲ ରେ ଅଛନ୍ତି ତାଙ୍କର କେହି ସମ୍ପର୍କୀୟ ଲୋକ ଅଛନ୍ତି ଏରସମା ମେଡିକାଲରେ ଦେଖା କରନ୍ତୁ। ଏହି ପୋଷ୍ଟ ଟିକୁ ଟିକେ ଶେୟାର କରନ୍ତୁ ଯେମିତି ତାଙ୍କ ଘର ଲୋକଙ୍କ ପାଖରେ ଏହି ଖବର ପହଞ୍ଚିଯାଉ।
