*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ରେ ଛାତ୍ରୀ ଏସ ପି ଅନନ୍ୟା ମହାନ୍ତି ସିବିଏଇ ବୋର୍ଡ ପରୀକ୍ଷାରେ ୯୭%ପ୍ରତିଶତ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି*
ନୂଆପଡା( ମିଖାଏଲ ନନ୍ଦ)
ତା:୧୬.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ରେ ଛାତ୍ରୀ ଏସ ପି ଅନନ୍ୟା ମହାନ୍ତି ସିବିଏଇ ବୋର୍ଡ ପରୀକ୍ଷାରେ ୯୭%ପ୍ରତିଶତ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ବାପା ସୁରେଶ ମହାନ୍ତି ଲିଆଡ ହାଇସ୍କୁଲ ରେ ଶିକ୍ଷକତା କରନ୍ତି। ତାଙ୍କ ସଫଳତା ପାଇଁ ଅଭିଭାବକ ଏବଂ ପବ୍ଲିକ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ପବ୍ଲିକ ସ୍କୁଲ ସମୁଦାୟ ପାସ୍ ହାର ମଧ୍ୟ ୯୯% ପ୍ରତିଶତ ହୋଇଅଛି। ୩୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଜଣେ ଅନୁପସ୍ଥିତି ରହି ୨୯ ଜଣ ପାସ୍ ହୋଇଛନ୍ତି।
