*ଓଡ଼ିଶା – ଛତିଶଗଡ ସୀମାନ୍ତ ରେଳ ଲେବଳ କ୍ରସିଙ୍ଗ ରେ ଓଭର ବ୍ରିଜ୍ ନିର୍ମାଣ, କାର୍ଯ୍ୟ ଆରମ୍ଭ ପରେ ଆନ୍ଦୋଲନ କାରୀ ମାନେ ଆନ୍ଦୋଳନକୁ ପ୍ରତ୍ୟାହାର* ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୩.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ୩୫୩ ନମ୍ୱର୍ ଜାତୀୟ ରାଜପଥ ଓଡ଼ିଶା – ଛତିଶଗଡ ସୀମାନ୍ତ ରେଳ ଲେବଳ କ୍ରସିଙ୍ଗ ରେ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତି ଅଭିଯୋଗ ନେଇ ସମାଜସେବୀ ଗୋଳଡି ଅଗ୍ରୱାଲ ଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ରାଜପଥରେ ଧାରଣା ଦେଇଥିବା ବେଳେ ଅନେକ ସମସ୍ୟା ସମ୍ମୁଖ ହେଉଥିଲେ। ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହେବା କାର୍ଣ ରୁ ଅନେକ ସମୟ ଧୁଳିଧୁସର ହେବାକୁ ପଡୁଥିବା ଅଭିଯୋଗ କରିଥିଲେ। ନିର୍ମାଣ ସଂସ୍ଥା ବିନା କାରଣ ରେ ବିଲମ୍ୱ କରୁଥିବା ବେଳେ କାର୍ଯ୍ୟ ଆରମ୍ଭ ପରେ ଆନ୍ଦୋଲନ କାରୀ ମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ।
