ପଞ୍ଚାୟତ ସ୍ତରୀୟ ମହିଳା ନେତ୍ରୀ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀ ଇଣ୍ଟରନେସନାଲ ଡ.ଆମ୍ବେଦକର ଭବନ ଠାରେ କୋଟଗରା ପଞ୍ଚାୟତ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ସମ୍ମାନୀତ ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ପ୍ରତି ରାଜ୍ୟରୁ ଜଣେ ଲେଖାଏଁ ତୃଣମୂଳ ସ୍ତରରେ ମହିଳାମାନଙ୍କୁ ପଞ୍ଚାୟତ ସ୍ତରୀୟ ମହିଳା ନେତ୍ରୀ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀ ଇଣ୍ଟରନେସନାଲ ଡ.ଆମ୍ବେଦକର ଭବନ ଠାରେ ୧୧ ମାର୍ଚ୍ଚ ୨୦୨୬ରେ ଓଡିଶାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଲୋଚନା ଦଲେଇଙ୍କୁ ଡକ୍ଟର ଆମ୍ବେଦକର ଭବନ ନୂଆ ଦିଲ୍ଲୀଠାରେ ରାଷ୍ଟ୍ରୀୟ ମହିଳା ନେତ୍ରୀ ସମ୍ମିଳନୀରେ କୋଟଗରା ଗ୍ରାମପଞ୍ଚାୟତ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ସମ୍ମାନୀତ । ବିଭିନ୍ନ ରାଜ୍ୟରୁ ଆସିଥିବା ପଞ୍ଚାୟତ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ମଧ୍ୟରୁ ମହିଳା ପ୍ରତିନିଧିମାନଙ୍କ ମହିଳା ସଶକ୍ତି କରଣ ନେତୃତ୍ଵ,ଦକ୍ଷତା,ଅଭିଜ୍ଞତା ଓ ନୀତି,ଆଦର୍ଶ ଆଦି ଉପରେ ଏହି ରାଷ୍ଟ୍ରୀୟ ମହିଳା ନେତ୍ରୀ ସମ୍ମିଳନୀରେ ଆଲୋଚନା ହୋଇଥିଲା।
