*ଗାଆଁ ପରିମଳ ଗାଆଁ ମୁଣ୍ଡରୁ କାର୍ଯ୍ୟକ୍ରମ ଶୁଭାରମ୍ଭ, ସିନାପାଲି ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ସଫେଇ, କର୍ମଚାରୀମାନେ ମିଳିତ ରୂପେ ସଫେଇକଲେ* ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୩.
ନୂଆପଡ଼ା ଜିଲ୍ଲାପାଳ ଙ୍କ ଆହ୍ବାନ କ୍ରମେ ଜିଲ୍ଲା ରେ ସଫେଇ କାର୍ଯ୍ୟ ପାଇଁ ସମସ୍ତେ ଆଗେଇ ଆସିଛନ୍ତି। ଗାଆଁ ପରିମଳ ଗାଆଁ ମୁଣ୍ଡରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଅଛି। ସିନାପାଲି ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ସଫେଇ, କର୍ମଚାରୀମାନେ ମିଳିତ ରୂପେ ସଫେଇକଲେ। ପ୍ରତ୍ୟେକ ଶନିବାର ସକାଳ ୭ ଘଣ୍ଟା ରୁ ୨ ଘଣ୍ଟା ସଫେଇ କରିବା। ସଫେଇ କାର୍ଯ୍ୟ ପାଇଁ ଏକ ଜାଗରଣ ସୃଷ୍ଟି ହୋଇ ଲୋକଙ୍କ ମାନସିକତା ରେ ମଧ୍ୟ ପରିବର୍ତ୍ତନ ଆସିବ। ଦିନେ ସମଗ୍ର ଜିଲ୍ଲା ସ୍ଵେଚ୍ଛ ଓ ନିର୍ମଳ ହେବା ନେଇ ସଂକଳ୍ପ ନେଇଥିଲେ।
