
ଭୀମ୍ ଆର୍ମି ସହ ଯୋଡି ହେଲେ ଶତାଧିକ ମହିଳା ପୁରୁଷ ଏବଂ ଯୁବପିଢ଼ି ।
ଗଜପତି(ଟିକିଲିମା)
ଗଜପତି ଜିଲ୍ହା ମୋହନା ଖ୍ରୀଷ୍ଟିଆନ ସାହିରେ ଭୀମ୍ ଆର୍ମି ର ଏକ ସଂଘଠନ ସଭା ଅନୁଷ୍ଠିତ ହଇ ଯାଇଛି ଯାହାକି ଜିଲ୍ଲା କାର୍ଯ୍ୟ କର୍ତା ଙ୍କୁ ନିମନ୍ତ୍ରଣ କରା ଯାଇଥିଲା ଏଥିରେ ଗ୍ରାମର ବୁଦ୍ଧି ଯିବି ମାନ୍ୟ ଗଣ୍ୟ ବ୍ୟକ୍ତି ସହ ମା ଏବଂ ଯୁବ ପିଢ଼ି ମୁଖ୍ୟ ରାସ୍ତାରୁ ସ୍ୱାଗତ ସମ୍ବର୍ଦ୍ଧନା କରି ଗ୍ରାମ ର ସବୁ ସାହି ବୁଲାଇ ସଭାରେ ମଞ୍ଚାସୀନ କରିଥିଲେ ଏହି ଶୋଭାରେ ଗ୍ରାମ୍ୟ ବେହେରା ସହ 9 ଖଣ୍ଡ ମଣ୍ଡଳୀର ବେହେରା ତତ ସହିତ ମଞ୍ଚାସୀନ ସମାଜ ସେବି ମୁକ୍ତ ଲାଲ ନାୟକ ଅବସପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ବିର ବୁଲୁ ନାୟକ ସରୋଜ ନାୟକ ପ୍ରମିଳା ଦଣ୍ଡସେନା ଫେଲିସ ନାୟକ ଏବଂ ଭୀମ ଆର୍ମି ପ୍ରେସିଡେଣ୍ଟ ଆମସେଲମ ନାୟକ ପ୍ରଭାରୀ ସାଗର ବଳିୟାରସିଂ ସହ ଭୀମ ଆର୍ମି ଟିମ୍ ଉପସ୍ଥିତ ଥିଲେ । ଏଥିରେ ରାଜ୍ୟରେ ଚାଲିଥିବା ଦୁର୍ନୀତି ଧର୍ମ ନାଁରେ ଜାତି ଭେଦ ଗ ରକ୍ଷା ନାଁରେ ମଣିଷ ହତ୍ୟା ଦିନକୁ ଦିନ ସମ୍ବିଧାନ କୁ ଅବ ମାନନା କରିବା ସହ ଏହିପରି ପେକ୍ଷୀରେ ଦଳିତ ଶସିତ ବଞ୍ଚିତ ଅବହେଳିତ ଙ୍କୁ ନ୍ୟାୟ ନମିଳିବା ଏହିସବୁ ବିଷୟ ଆଲୋଚନା କରାଗଲା ବର୍ତମାନ ରାଜ୍ୟରେ ବିଜେପି ସରକାର ଆସିଲା ପରେ ବିଭିନ୍ନ ମହଲରେ sc/st/obc /ଏବଂ mainority ଲୋକମାନେ ତାଙ୍କ ଅଧିକାର ପାଇ ପାରୁନାହାନ୍ତି ତେଣୁ ଭାରତ ବର୍ଷରେ ପ୍ରାୟ 26 ଟି ରାଜ୍ୟରେ ଚାଲିଥିବା ସଂଘଠନ ତଥା ଭିମ୍ ଆର୍ମି ଏହାର ମୁଖ୍ୟ ବଡ଼ ଭାଇ ଚନ୍ଦ୍ର ଶେଖର ଆଜାଦ ଙ୍କୁ ଆଦର୍ଶ ରେ ଅନୁପ୍ରାଣିତ ହଇ ବିଭିନ୍ନ ଜାଗାରେ ବହୁ ମାତ୍ରାରେ ଲୋକମାନେ ସଂଘଠନ ସହିତ ଯୋଡି ହେଉଛନ୍ତି ତେଣୁ ଆଜି ଏହାର ଅବିକଳ ଚିତ୍ର ମୋହନା ସହ ଆଖ ପାଖ ପ୍ରାୟ 9 ଖଣ୍ଡ ମଣ୍ଡଳୀର ଲୋକମାନେ ଯୋଡି ହେଲେ ଯାହାକି ଚର୍ଚା ରେ ବିଷୟ ପାଲଟିଛି ତେଣୁ ଏହି ସଭାରେ ଜିଲ୍ଲା ସଭା ପତି ଙ୍କ ଭାଷଣରେ ମୋହନା ବାସି ଭାବ ବିହୁଳ ହଇ ଯଥା ଶୀଘ୍ର ଟିମ୍ ଗଠନ କରି ଅଂଚଳରେ ଭାଇ ଚାରା ସୃଷ୍ଟିକରି ସଂଘଠନକୁ ମଜବୁତ କରିବା ପାଇଁ ପ୍ରତି ସୃତି ସହ ଶପଥ ପାଠ କରିଥିଲେ ଶେଷରେ ସମସ୍ତଙ୍କୁ ଧଆନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ ପିଙ୍କୁ ଭାଇ।
