ବରଗଡ଼ ଥାନାଧିକାରୀ ଙ୍କୁ ସମ୍ମାନିତ କଲେ ସମାଜସେବୀ
ବରଗଡ଼ :(ନି, ପ୍ର) ବରଗଡ଼ ର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଉତ୍ତମ ସେବା ଯୋଗାଉଥିବା ତଥା ଆମାୟିକ ବ୍ୟବହାର ପାଇଁ ବରଗଡ ଟାଉନ ଥାନା ଆଇ. ଆଇ .ସି .ଶ୍ରୀ ଚିତ୍ତରଞ୍ଜନ ମେହେର ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ସମ୍ମାନିତ କରିବା ସମୟରେ ସମାଜସେବୀ ଅନୁପମା ଭୋଇ ଉପସ୍ଥିତ ଥିଲେ ।
ଏହି ସମ୍ମାନ ଦ୍ଵାରା ଆହୁରି ଭଲ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମେହେର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
–
