ଆଜି ଜାମୁରୁନୁଡା ରେ ଏକ ଐତିହାସିକ ପାରମ୍ପରିକ ମଣ୍ଡ଼ଇ ଦେଖିବାକୁ ମିଳିଛି,ଏହା ଏକ ପୁରୁଣା ଶିବ ମନ୍ଦିର,ଏହି ମନ୍ଦିର ରେ ବର୍ଷକ ଥରେ ସିବରାତ୍ର ମଣ୍ଡେଇି ପାଲନ କରାଜାଛି ମାତ୍ର ପାରମ୍ପରିକ ହିସାବରେ ମହା ଶିବ ପ୍ରଭୁଙ୍କ ପୂଜା କରି ବହୁତ ଭକ୍ତ ମହା ଶିବକର ଆଶୀର୍ବାଦ ଗ୍ରହଣ କରୁଛନ୍ତି,ଆଜି ଆମେ ଦେଖିବା ଏହି ମଣ୍ଡେଇି ର କିଛି ଦୃଷ ,ଏହି ମନ୍ଦିର ପାଖାପାଖି 45 ବର୍ଷରେ ପୁରାତନ ମନ୍ଦିର ଏହି ମନ୍ଦିରରେ ସବୁ ଭକ୍ତ ମନେ ନିଜ ନିଜର ମନସ୍କାମନା ପୁରାଣ ପାଇ ମହା ଶିବଙ୍କର ଆଶୀର୍ବାଦ ଗ୍ରଣନ ପାଇଁ ଲାଇନ ରେ ଅବସ୍ଥିତ ଏହି କି ବାବାଙ୍କର ଆଶୀର୍ବାଦ ଗ୍ରହଣ କରି ଭଲ ଭାବରେ ଜୀବନ ଯାପନ କରୁଛନ୍ତି, ଏହି ମଣ୍ଡେଇ ରେ ନାଚ,ଗୀତ ସହିତ ବହୁତ ଦୋକାନ ବଜାର ଦେଖିବାକୁ ମିଳିଛି, ଏବଂ ବହୁତ ପାରମ୍ପରିକ ଆଦିବାସୀ କଲା ଦେଖି ବାକୁ ମିଳିଛି |
