ବିଂଝାରପୁର iic ଙ୍କୁ ଧଳା ଜହର ସାଜିଲା କି କାଳ ।
ଧଳା ଜହର ବେପାରୀ ଙ୍କୁ ଧରିବା ହେଲା କି ତାଙ୍କ ବଦଳି ର କାରଣ । ନା ରହିଲା କିଛି ରାଜନୈତିକ କାରଣ ,
ଯାଜପୁର/ତା ଭଞ୍ଜଦୂତ:ନିପ୍ର)
ଯାଜପୁର ଜିଲ୍ଲା ବିଂଝାରପୁର ଥାନା iic ଶ୍ରୀଯୁକ୍ତ ରଞ୍ଜନ କୁମାର ମଲ୍ଲିକ ଯିଏ କି ଖୁବ୍ କମ୍ ଦିନ ରେ ବିଂଝାରପୁର ବାସି ଙ୍କୁ ଜଣାଇ ଦେଇଥିଲେ କି ସେ ବିଂଝାରପୁର ଅଞ୍ଚଳ କୁ ଚଳାଇବା ପାଇଁ ଜଣେ ଦକ୍ଷ ଅଧିକାରୀ ଏବଂ ଭରି ଦେଇଥିଲେ ଚୋର ଏବଂ ଲୁଟେରା ଙ୍କ ମନ ରେ ପୋଲିସ ର ଭୟ ।ସେ ଧଳା ଜହର ମୁଖ୍ୟ ଆସାମୀ କୁ ଧରିବା କଥା ହଉ କିମ୍ବା ମଇନ୍ଦା ରେ ହୋଇଥିବା atm ଲୁଟେରା ଙ୍କୁ ଧରିବା କଥା ହେଉ , ନିଜ ବୁଦ୍ଧି ଏବଂ ସାହସିକତା ରେ ସବୁ ପ୍ରକାର ପରିସ୍ଥିତି କୁ କାବୁ କରିବାରେ ସେ ଥିଲେ ଜଣେ ଦକ୍ଷ ଅଧିକାରୀ । ସାହସିକତା ଆମେ ତାଙ୍କର ଏଥିରୁ ଦେଖିଛୁ ଯେତେ ବେଳେ ମଇନ୍ଦା ରେ atm ଲୁଟ ଘଟଣା ହୋଇଥିଲା ସେତେବେଳେ ଲୁଟେରା କେତେ ମାରାତ୍ମକ ହୋଇପାରନ୍ତି ତାଙ୍କ ପାଖରେ କେତେ ମାରଣାସ୍ତ୍ର ଥାଇ ପାରେ ସେ ଜିନିଷ କୁ ଖାତିର ନ କରି ସାହସିକତା ର ସହିତ 15 ଦିନ ରୁ କମ୍ ସମୟ ମଧ୍ୟ ରେ ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲେ ଏବଂ ଆଉ ଆମେ ଯଦି
ଦେଖିବା ଧଳା ଜହର କଥା ନିଜ ବୁଦ୍ଧି ବଳ ରେ ଧଳା ଜହର ବିକ୍ରି କରୁଥିବା ଅପରାଧୀ ଙ୍କୁ ଧରିବା ରେ ମଧ୍ୟ ସକ୍ଷମ ହୋଇଥିଲେ କିନ୍ତୁ ଏଭଳି ଜଣେ ଦକ୍ଷ ଅଧିକାରୀ ଙ୍କୁ ଜମା 7 ମାସ କାର୍ଯ୍ୟକାଳ ଭିତରେ ଅଚାନତ ହେଡ quater କୁ ବଦଳି କରିବା କୁ ନେଇ ଦେଖା ଦେଇଛି ବିଂଝାରପୁର ବାସି ଙ୍କ ମନ ରେ ଅସନ୍ତୋଷ ମନୋଭାବ ଏବଂ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କଣ ହୋଇ ପାରେ ବଦଳି ହେବା ର କାରଣ ବର୍ତ୍ତମାନ ଜନ ସାଧାରଣ ରେ ପ୍ରଶ୍ନବାଚୀ
