କୋରାପୁଟ /ତା 09/02/2026
ସାମ୍ବାଦିକ ସମ୍ମିଳନୀ ଡାକିଲେ ସ୍ୱାସ୍ଥ୍ୟ କର୍ମୀ l
ଆଜି କୋରାପୁଟ ଏସ ଏନ ଏଲ ମେଡିକାଲ କଲେଜ ଓ ହସ୍ପିଟାଲ ର ବିଭିନ୍ନ ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ କର୍ମୀ ମାନେ ଏକ ସଂମ୍ବାଦିକ ସମ୍ମିଳନୀ କରିଥିଲେ l ଏଗlର ଗୋଟି ଦାବୀ ମଧ୍ୟ୍ୟରୁ ମେଡିକାଲ ର ପ୍ରଶାସନିକ ଅଧିକାରୀ ଙ୍କ ମନ ମୁକ୍ଷୀ କାଯ୍ୟ କୁ ବିରୋଧ କରିବା ହେଉଛି ମୂଖ୍ୟ ଦାବୀ ତେଣୁ ତାଙ୍କୁ ଯଥା ଶ୍ରୀଘ୍ର ସ୍ଥାନାନ୍ତର କରିବା ତାଙ୍କ ର ମାନସିକ ନିଯ୍ୟତନା ରୁ ସ୍ୱlସ୍ଥ୍ୟ କର୍ମୀ ଙ୍କୁ ମୁକ୍ତ କରିବା ହେଉଛି ମୂଖ୍ୟ ଦାବୀ ଅନ୍ୟପଟେ ଦେଖିବାକୁ ଗଲେ ଆଗାମୀ କାଲି ଭିତରେ ଯଦି ଏହାର ସମାଧାନ ନ ହୁଏ ତେବେ ସେମାନେ ଯୁଦ୍ଧଦେହିଁ ଡାକରା ଦେବେ ଓ ମେଡିକାଲ ର ବିଭିନ୍ନ କାଯ୍ୟରେ ଅସହଯୋଗ କରିବେ ବୋଲି ସଙ୍ଘ କହିଛି l କୋରାପୁଟ ରୁ ଜିଲ୍ଲା ପ୍ରତିନିଧି, ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
