ନାରାୟଣ ପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୬ ତମ ବାର୍ଷିକ ଉତ୍ସବ।
ରାୟଗଡ ( ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଟିତ ହେଇଛି
ଏହି ଉତ୍ସବ ରେମୁଖ୍ୟ ଅତିଥି ଭାବରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ନରେନ୍ଦ୍ର କୁମାର ଜାନି, ଗଞ୍ଜାମ ବିଶ୍ବହିନ୍ଦୁ ପରିଷର ସମ୍ପାଦକ , ଡ଼ଃ କେ ଶିବାଜି, ଗୌତମୀ ଦଳେଇ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ, ମୁଖ୍ୟ ବକ୍ତା ଭାବେ ଦୀପକ କୁମାର ମହାରଣା ଦକ୍ଷିଣ ପୂର୍ବ ସମ୍ଭାଗ ସମ୍ପାଦକ ଶିକ୍ଷା ବିକାଶ ସମିତି । ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଚଳନ ପରେ ଅତିଥି ମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍ସବ ରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ କରଯାଇଥିଲା।ଏହି ଉତ୍ସବ ଟି କୁ ପ୍ରଧାନ ଆଚାର୍ଯ୍ୟ ଚୁଡ଼ାମଣି ରାଉତ ଙ୍କ ଅଧ୍ୟକ୍ଷତା ରେ ହେଇଥିବା ବେଳେ ,ପରିଚାଳନା କମିଟି, ଗ୍ରାମ ବାସୀ ଓ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ସହ ଜଗ କରିଥଲେ
