ବଜରଙ୍ଗୀ ର ସତାଧିକ କର୍ମୀ ମାନଙ୍କ ଗହଣରେ ଉଡ୍ରଙ୍ଗ ଗ୍ରାମରେ ହନୁମାନ ଚାଳିଶା ଟୋଲୀ ଘୋଷଣା ହୋଇଯାଇଛି |
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ଆଜି ତା 7-2- 026ରିଖ ଦିନ ଯାଜପୁର ଜିଲ୍ଲା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ. ରାଷ୍ଟ୍ରୀୟ ବଜରଙ୍ଗ ଦଳ ବିଞ୍ଝାର ପୁର ପ୍ରଖଣ୍ଡ ଅଧିନସ୍ତ ଉଡ୍ରଙ୍ଗ ଗ୍ରାମରେ ବାବା ବଳରାମେଶ୍ୱର ହନୁମାନ ଚାଳିଶା ଟୋଲୀ ଘୋଷଣା ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଯୁବକ ସାମିଲ ହୋଇଥିଲେ. ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଖଣ୍ଡର ବହୁ ପୁରୁଣା ଓ ନୂଆ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ବଜରଙ୍ଗୀ ମାନଙ୍କୁ ଶପଥ ପାଠ କରେଇ ଥିଲେ. ଅଧିକାରୀ ମାନଙ୍କ ଭିତରେ ଜିଲ୍ଲା ସଂଯୋଜକ ଚିନ୍ମୟ ଚୀର ସୁନ୍ଦର ପରିଡା. କେନ୍ଦ୍ରାପଡା ବିଭାଗ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଂଯୋଜକ ବାଦଲ ନାୟକ. ଜିଲ୍ଲା ସୂଚନା ସମ୍ପର୍କ ପ୍ରମୁଖ ଅନିଲ ଦାଶ. ଜିଲ୍ଲା ସହସଂଯୋଜକ ଗୌତମ ସାହୁ. ଚନ୍ଦ୍ରକାନ୍ତ ଯେନା. ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରଧାନଙ୍କ ସହିତ ଜିଲ୍ଲାର ଅନେକ କାର୍ଯ୍ୟକର୍ତା ଯୋଗ ଦେଇଥଲେ.
