*ବିଏମଏସ ଭୁବନେଶ୍ୱରୀ ଶାଖା ର ବନ୍ଧୁ ମିଳନ*
ତାଳଚେର :ତା 28/01/2026: ତାଳଚେର ର ପ୍ରମୁଖ ଶ୍ରମିକ ସଂଗଠନ ବିଏମଏସ ର ଭୁବନେଶ୍ୱରୀ ଶାଖା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଧବାର ଡେରା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି |ବିଏମଏସ ର
ଜିଲ୍ଲା ସମ୍ପାଦକ – ଅଜୟ ପାଢ଼ୀ
ସମ୍ପାଦକ(ଭୁବନେଶ୍ୱରୀ ଶାଖା)- ଦୀନବନ୍ଧୁ ପ୍ରଧାନ
ସଭାପତି- ପ୍ରଦୀପ ସାହୁ
ବିଜୟ ସାହୁ,ବିକ୍ରମ ବିଶ୍ଵାଳ ,ରାଜେଶ ଗଡନାୟକ , ଦୁସ୍ମନ୍ତ ସାହୁ,ଅମିତ୍ ବିଶ୍ଵାଳ
ପ୍ରବୀଣ ବେହେରା ,ସତ୍ୟବ୍ରତ ସାହୁ ସହିତ ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ବି ଏମ୍ ଏସ (ଭୁବନେଶ୍ୱରୀ ଶାଖା) ର ବନ୍ଧୁମିଳନ ଉତ୍ସବ ପାଳନ ହୋଇଥିଲା । ସଂଘ ର କାର୍ଯ୍ୟକର୍ତ୍ତା ,ବିଜେପି ର କାର୍ଯ୍ୟକର୍ତ୍ତା ,ଓ ବି ଏମ୍ ଏସ ( ତାଳଚେର ) ର ପାଞ୍ଚସହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |
