*ଦାନଗଦୀ ବ୍ଲକ ଚିତ୍ରୀ ଚଣ୍ଡିମାତା ସ୍କୁଲ ପ୍ରାଙ୍ଗଣରେ ହିନ୍ଦୁ ସମ୍ବିଳନୀ ଅନୁଷ୍ଠିତ l*
ଯାଜପୁର ଦାନଗଦୀ (ଭଞ୍ଜଦୁତ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତ ବାର୍ଷିକ ପୂର୍ତ୍ତୀ ଅବସରରେ ସାତୋଟି କାର୍ଯ୍ୟକ୍ରମ ବର୍ଷ ସାରା ଚାଲୁଅଛି, ପଥ ସଞ୍ଚଳନ, ଯୁବ ସମ୍ବିଳନୀ, ଗୃହ ସମ୍ପର୍କ ଅଭିଯାନ ପରେ ସାରା ଦେଶରେ ହିନ୍ଦୁ ସମ୍ବିଳନୀ ଚାଲିଛି.. ସେହିପରି ଆଜି ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରୀ ଚଣ୍ଡୀମାତା ପ୍ରାଙ୍ଗଣରେ ଏକ ହିନ୍ଦୁ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା, ଆରମ୍ଭରେ ବିଶ୍ୱଶାନ୍ତି ଯଜ୍ଞ ପରେ ଏକ ବୌଦ୍ଧିକ ସଭା ହୋଇଥିଲା, ସଭାରେ ତାରକାଶୁଣି ମଠର ବାବାଜୀ ଦ୍ଧନୁରୁଧର ଦାସ, ସିଦ୍ଧିଗିରି ଛତିଆ ର ବାବାଜୀ ରାମକୃଷ୍ଣ ମହାରାଜ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ନାୟକ,, ସଂଘ ର ସହ ଜିଲ୍ଲା କାର୍ଯ୍ୟବାହ ସନ୍ଦୀପବିଶ୍ୱାଳ ପ୍ରମୁଖ ମଞ୍ଚାସିନ ହୋଇ ଆଜି ହିନ୍ଦୁ କିପରି ଜାତିଆଣ ଭେଦଭାବ ରେ ଅଲଗା ଅଲଗା ହୋଇ ବାଣ୍ଟି ହେଉଛନ୍ତି, ଏହା ଦ୍ୱାରା କିପରି ହିନ୍ଦୁ ସମାଜ ପ୍ରତି ବିପଦ ମାଡି ଆସୁଛି, ବଙ୍ଗଳାଦେଶ ରେ କିପରି ହିନ୍ଦୁ ଙ୍କୁ ହତ୍ୟା କରାଯାଉଛି ଆଉ ଆମେ ଆଜି ଜାଗ୍ରତ ହୋଇ ଏକ ନ ହେଲେ ଆମ ପିଲାଛୁଆଙ୍କ ସାମ୍ନା ରେ ଆଗକୁ ଏପରି ଘଟଣା ନିଶ୍ଚିତ ଘଟିବ, ସେଥିପାଇଁ ହିନ୍ଦୁ ସୁମୁଦାୟ କୁ ଜାଗ୍ରତ କରିବା ପାଇଁ ଏକତା ରଖିବା ଦରକାର.. ସମସ୍ତେ ସବୁ ପ୍ରକାର ପ୍ରଚେଷ୍ଟା କରିବା.. ହିନ୍ଦୁ ପରିଚୟ ଆଜି ହଜିଗଲାଣି.. ଆମେସମସ୍ତେ ଚେଷ୍ଟା କରିବା ପାଇଁ ପଡିବ.. ସମୁହ ସ୍ୱାର୍ଥ ପାଇଁ ହିନ୍ଦୁ ଜାଗିବା ଦରକାର.. ନଚେତ ଦୁର୍ବଳ ହୋଇଯିବା.. କାୟ.. ମନ.. ବାକ୍ୟରେ ଅଭ୍ୟାସ କରିବା ଅନ୍ୟ ମାନଙ୍କୁ ସଚେତନ କରାଇବା
ରାଷ୍ଟ୍ର ସୁରକ୍ଷା ପାଇଁ ସମାଜ ଆଗେଇ ଆସିବା ଦରକାର : ଖାଲି ସୁରକ୍ଷା ବଳ ନୁହେଁ, ଆମେ ଆମର ସୁରକ୍ଷା କବଚ ହେବା ଦରକାର ସନାତନ ବଞ୍ଚିଲେ ବିଶ୍ୱ ବଞ୍ଚିବ :ଆମେ ଥିବା ନ ଥିବା ଏ ପୁଣ୍ୟ ଭୂମି ଭାରତବର୍ଷ ଥିବ : ମାଟି, ଜଳ, ପବନ କୁ ନେଇ ବଞ୍ଚିବା.. ପଞ୍ଚ ପରିବର୍ତ୍ତନ
ସମରସତା,ସାମାଜିକ.. ଛୁଆଁ.. ଅଛୁଆଁ. ଭେଦଭାବ. କରନ୍ତୁ ନାହିଁ ସଂଘ ବ୍ୟକ୍ତିରୁ ଆରମ୍ଭ : ସର୍ବସାଧାରଣ ହେବ.. ସନାତନ ଧର୍ମ କଣ? ସମସ୍ତେ ବୁଝିବା ଦରକାର କୁଟୁମ୍ବ ପ୍ରବଧନ : ପରିବାର ପରମ୍ପରା ଆମର ବିଶ୍ୱରେ ଅନ୍ୟନ୍ୟ.. ବିଦେଶୀ ପରି ନୁହେଁ..ଭାଷା, ଭୋଜନ, ଭ୍ରମଣ, ବେଶଭୁଷା, ସ୍ବଦେଶୀ.. ସାମୁହିକ ସବୁ .. ଭଜନ ( ପ୍ରାର୍ଥନା) ଏକାଠି କରିବା..ଉଚିତ
ସଂସ୍କୃତ ଭାଷା..ଆମର ବୋଲି ଜନ ଗଣନା ହେଲେ କହିବା ମାଟି ର ସୁରକ୍ଷା କରିବା.. ଆମେ ଖାଲି ଆମରି କଥା ଚିନ୍ତା କରୁଛେ.. ଆମ ଭବିଷ୍ୟତ ପିଢ଼ି କଥା ଚିନ୍ତା କରୁନାହାନ୍ତି.. ପରିବେଶ ସୁରକ୍ଷା, ଜଳ..ପାଣି କଣ କିଏ ତିଆରି କରିଛି.. ସରାଂକ୍ଷଣ କରିବା . ସନାତନୀ ହିନ୍ଦୁ ନିଜେ ପାଇଁ ବଞ୍ଚେ ନାହିଁ.. ସମାଜ ପାଇଁ ବଞ୍ଚେ.. ସମାଜ ପାଇଁ କଣ ଦେବା.. ସ୍ବଦେଶୀ ଆଚରଣ କଣ ? ହିନ୍ଦୁ ଦେଶ କେତେ କମ? ମୁସଲିମ ରାଷ୍ଟ୍ର କେତେ? ଖ୍ରୀଷ୍ଟ ଦେଶ କେତେ? ବୃଦ୍ଧି ପାଇବାରେ ଲାଗିଛି. ସେ ସବୁ ଚିନ୍ତା କରିବାର ସମୟ ଆସିଛି..ଆମେ କେତେ ସଚେତନ..ହେବା ତାହା ବୁଝାଇ କହିଥିଲେ.. ଆମେ ଗୁଣ୍ଡୁଚି ମୂଷା ହେବା.. ସମାଜ ପାଇଁ.କିଛି କରିବା ଉଚିତ ଆମେ ଚାଲିଯିବା. ଆମ ପରବର୍ତ୍ତୀ ପିଢ଼ି ଆମେ ପାଇଁ ବଞ୍ଚିଯିବେ..ନଚେତ ହିନ୍ଦୁ ସମାଜ ଧ୍ବଂସ ପାଇଯିବ.ଆଖ ପାଖର ସାତୋଟି ସକ୍ରୀତନ ଦଳ କ୍ରୀତନ କରି ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ, ଆଜିର ସଭା ପରିଚାଳନା ବିପିନ ବିହାରୀ ମିଶ୍ର କରିଥିବା ବେଳେ ଏହି ସମ୍ବିଳନୀ କୁ କାମପାଳ ସାହୁ,ପ୍ରଶାନ୍ତ ସାମଲ, କହେଁଇ ମଣ୍ଡଳ, ଭୁର୍ଗୁଦେବ ମହାନ୍ତ, ବଦ୍ରି ନାରାୟଣ ରାଉତ, ଶିଶିର ଚୌଧୁରୀ, ତପନ ସାହୁ, ଭାଗିରଥି ବାହାଲିଆ, ପ୍ରତାପ ଧୀର, ବିଷୁ ଚରଣ ସାହୁ, ଅଶୋକ ସାହୁ, ଶତ୍ରୁଘ୍ନ ନାୟକ, ନନ୍ଦ ବେହେରା, ମୁରଲୀ ପୁହାଣ, କୈଳାଶ ରାଉତ ପ୍ରମୁଖ ଶାନ୍ତି ଶୃଙ୍ଖଳା ର ସହ ସଂଚାଳନ କରିଥିଲେ l
