*ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସାଇକଲ ରେଲି ଓ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲାପାଳ ଉଦ୍ଘାଟନ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୨.୦୧.
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସାଇକଲ ରେଲି ଓ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ କନ୍ୟା ସନ୍ତାନ ଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ନେଇ ସରକାରଙ୍କ ପ୍ରୋତ୍ସାହନ ପ୍ରଦାନ ନିଶ୍ଚିତ ରୂପେ ଅନେକ ସହାୟକ ହେଉଅଛି । ସମ୍ମାନୀୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୂର୍ମି ସୋରେନ,ଅନେକ ଅଧିକାରୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
