ଲୋକ ମହୋତ୍ସବ ୨୦୨୬ ରେ କୋଶଳ କଳା ମଣ୍ଡପ ରେ ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ୨ ନମ୍ବର ଷ୍ଟଲ୍ ରେ ଉଦଘାଟନ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ମଳୟ କୁମାର ଦାଶ (ଭାରପ୍ରାପ୍ତ) , ଜିଲ୍ଲାପାଲ ଗୌରବ ଶିବାଜି ଇସଲୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ,ଜିଲ୍ଲା ବାର ସଭାପତି ବାସୁଦେବll ରଥ ଙ୍କ କର କମଳରେ ଉଦଘାଟନ କରାଗଲା ଏଥିରେ ଅନ୍ୟତମ ଅତିଥି ଭାବରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରିଦିପ ମିଶ୍ର ଯୋଗ ଦେଇଥିଲେ। ଜିଲ୍ଲା ପ୍ରାଧିକରଣ ସେବା ର କର୍ମଚାରୀ ମାନେ ତଥା ସମସ୍ତ ପି ,ଏଲ, ଭି ସଦସ୍ୟ ମାନେ ସହଯୋଗ କରିଥିଲେ ତଥା ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ପବିତ୍ରନନ୍ଦ ପ୍ରଧାନ, ଏବଂ ଜିଲ୍ଲା ବାର ସେକ୍ରେଟାରୀ ଙ୍କ ତତ୍ତ୍ଵାବାଧାନରେ ହୋଇଥିଲା ।
.ବଲାଙ୍ଗିର ରୁ ବିନୟ କୁମାର ନନ୍ଦ ଭଞ୍ଜଦୁତ
