ଗଜପତି ଜିଲ୍ଲା ରେ ଭୀମ ଆର୍ମି ର ଏଣ୍ଟ୍ରି
ଗଜପତି (ଟିକି ଲିମା)
-ଗଜପତି ଜିଲ୍ହା ମୋହନା ବ୍ଲକ ରେ ପ୍ରଥମ ବୈଠକ ଅନୁଷ୍ଠିତ ହଇଯାଇଛି ଯାହାକି ଗଜପତି ଜିଲାରେ ଏକ ନୂତନ ସଂଗଠନ ର ଆବିର୍ଭାବ ତାହା ସାରା ଗଜପତି ରେ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକି ମୋହନା ବ୍ଲକ ର 39ଟି ପଂଚାୟତ କୁ ନେଇ ଗଠିତ ଯାହାକି ଏହି ବୈଠକ ବା ପ୍ରୋଗ୍ରାମ ରେ ପ୍ରତେକ ପଂଚାୟତ ର କିଛି ସଦସ୍ୟ ଏବଂ ଭୀମ ପ୍ରେମି ବହୁତ ସଂଖ୍ୟରେ ଯଗ ଦେଇଥିଲେ ଯାହାକି ରାଜ୍ୟ ପ୍ରଭାରୀ ନିହାର ରଞ୍ଜନ ସାମଲ ରାଜ୍ୟ ସୋମ୍ପାଦକ ଜୀବନ ଭୋଇ ରାଜ୍ୟ କୋଷଦକ୍ଷ ଦୁଖୀ ଶ୍ୟାମ ବେହେରା ସହ ମୁଖ୍ୟ ଅଥିଥି ନୀତିନିଏଲ ମଣ୍ଡଳ ମୁଖ୍ୟ ବକ୍ତା ଜୋନାତନ ଲିମା ସହ ବିପ୍ଲବୀ ନିରାକାର ଭାଇ ଯଗ ଦେଇଥିଲେ ଏହି ପ୍ରୋଗ୍ରାମ ର ଆୟ ଜୋକ ଜିଲ୍ହା ପ୍ରେସିଡେଣ୍ଟ ସାଗର ବଳିୟାର ସିଂ ସହ ତାଙ୍କ ଟିମ କରିଥିଲେ ଏହି ବୈଠକ କୁ ସାରା ଜିଲ୍ହାରେ ଅତିଶୀଘ୍ର ଆଉ 6ବ୍ଲକରେ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ଭାଇଚାରା ବନାଅ କାର୍ଯ୍ୟକ୍ରମ ହେବାପାଇଁ ଏବଂ ବିଭିନ୍ନ ଅପ୍ରତିକାର କାର୍ଯ୍ୟକୁ ରକିବାପାଇଁ ସପତ ପାଠ କରା ଯାଇଥିଲା ଏହି ପ୍ରୋଗ୍ରାମଟି ବହୁତ ସାଜ ସଜାରେ ପରିଚାଳନା ହଇ ଥିଲା ଏବଂ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ସମାପ୍ତ କରା ଗଲା
