ମାଁ ସୁଭଙ୍କାରି ଙ୍କ ପୀଠରେ ମନ୍ଦିର ର ପରିଚାଳନା ଙ୍କ ସଦସ୍ୟ ଙ୍କ ଦ୍ଵାରା ଧର୍ମ ସଭା ଆୟୋଜନ ହୋଇଥିଲା ସେହି ସଭାରେ ବିଜେପି ଓ NAC ର ସଦସ୍ୟ ମାନେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶିମାଝୀ , ବରିଷ୍ଠ ନେତା ତଥା ରାଜ୍ୟ କିରାଣୀ ସଦସ୍ୟ ଶ୍ରୀ ପଦ୍ମଚରଣ ଦାସ , ପୁରାତନ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ,ସାଂସଦ ପ୍ରତିନିଧି କରୁଥିବା NAC ର ଆଦିକନ୍ଦ ପଟ୍ଟନାୟକ ବାଲିଗୁଡା,ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ ,NAC ସଭାପତି ଶ୍ରୀ ମନୋଜ କୁମାର ରଥ, ଶ୍ରୀ ବିଭୂତି ନାୟକ, ଶ୍ରୀ ପ୍ରଫୁଲ୍ଲ ମାଲିକ,ଅଶୋକ ମାଲିକ ସରପଞ୍ଚ ମହୋଦୟ ସହ ପିଜେପି ଯୁବ ନେତା ସୁଭାଶିଷ ମିଶ୍ର ଉପସ୍ଥିତ ଥିଲେ।
