*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ଠାରେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୧.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ଠାରେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ସାମିଲ ହୋଇ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ରେ ଆହୁତି ଦେଇଥିଲେ। ବିଶ୍ଵ ଶାନ୍ତି, ଧାର୍ମିକ ଚିନ୍ତାଧାରାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ପାରିଛନ୍ତି। ଏହି ଗାୟତ୍ରୀ ମହାଯଜ୍ଞ ରେ ସିନାପାଲି ବ୍ଲକ ର ପ୍ରତେକ ଗାଁ ର ଗାୟତ୍ରୀ ପରିବାର ସାମିଲ ହେଇ ଥିଲେ। ଅନେକ ପରିବାର ବର୍ଗ ମହାଯଜ୍ଞ ରେ ଅଂଶଗ୍ରହଣ କରି ଥିଲେ।
