କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞଦୂତ ଖବର
ଆଜି କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ମଞ୍ଚ ଠାରେ ଆୟୋଜିତ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ ଘୁମୁରା–୨୦୨୬’ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଲି ।
କଳାହାଣ୍ଡି ଉତ୍ସବ ଆମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଏତିହ୍ୟ କୁ ରାଜ୍ୟ ଏବଂ ଦେଶ ସାମ୍ନାରେ ପ୍ରଦର୍ଶନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ। ଘୁମୁରା ନୃତ୍ୟ ଭଳି ଲୋକକଳା ଆମ ପରିଚୟ ଓ ଗୌରବର ପ୍ରତୀକ।
ଆଗାମୀ ପିଢି ପର୍ଯ୍ୟନ୍ତ ଆମ ପାରମ୍ପରିକ ସଂସ୍କୃତିକୁ ସୁରକ୍ଷିତ ଓ ସମୃଦ୍ଧ କରିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ।
