*ଖାଡ଼ିଆଳ ନିବାସୀ ପତ୍ତ୍ନୋତତ୍ଵବିତ ଜିତେନ୍ କୁମାର ନାଗ ଙ୍କ ଆଜି ୪୫ ବର୍ଷ ବୟସ ରେ ଦେହାନ୍ତ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖାଡ଼ିଆଳ ନିବାସୀ ପତ୍ତ୍ନୋତତ୍ଵବିତ ଜିତେନ୍ କୁମାର ନାଗ ଙ୍କ ଆଜି ୪୫ ବର୍ଷ ବୟସ ରେ ଦେହାନ୍ତ ହୋଇଅଛି।ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ପତ୍ତ୍ନୋତତ୍ଵବିତ ଜିତେନ୍ କୁମାର ନାଗ ୧୯୯୬ ମସିହାରେ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ରେ ମେଟ୍ରିକ ପାସ କରି ଖଡିଆଳ କଲେଜ ରେ ଅଧ୍ୟୟନ ପରେ ପତ୍ତ୍ନୋତତ୍ଵବିତ ଶିକ୍ଷା ଗ୍ରହଣ କରିଥିଲେ। ସେ ପଡୋଶୀ ରାଜ୍ୟ ରାୟପୁର ଥ
ଠାରେ ପତ୍ତ୍ନୋତତ୍ଵବିତ ବିଭାଗ ରେ ଯୋଗଦାନ କରିଥିଲେ। ତାଙ୍କ ହୃଦୟ ଜନିତ ସମସ୍ୟା ଥିବା ବେଳେ ଏଞ୍ଜିଓଗ୍ରାମ ହୋଇଥିବା ବେଳେ ଆଜି ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବାରୁ ଖଡିଆଳ ମିଶନ କୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖଡିଆଳ ଠାରେ ତାଙ୍କ ସେଶକୃତ୍ୟୁ ସମ୍ପର୍ଣ୍ଣ ହୋଇଅଛି।
