*କାଣ୍ଡେତରା ଜୟ ସତାନାମ ସମାଜ ପକ୍ଷ ରୁ ଗୁରୁ ଘାସିଦାଶ ବାବା ଙ୍କ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କାଣ୍ଡେତରା ଜୟ ସତାନାମ ସମାଜ ପକ୍ଷ ରୁ ଗୁରୁ ଘାସିଦାଶ ବାବା ଙ୍କ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକ ରେ ଆସନ୍ତା ୨୮ ତାରିଖ ଦିନ ରାଜ୍ୟ ସ୍ତରୀୟ ଉତ୍ସବ ପାଳିତ ହେବାକୁ ଥିବା ବେଳେ ଅନେକ ଉପ କମିଟି ଗଠନ କରି ରାଜ୍ୟ ସ୍ତରୀୟ ଉତ୍ସବ କୁ ସଫଳ କରିବାକୁ ଆହ୍ବାନ କରିଥିଲେ। ବିଜୁ ସତନାମି, ପୁରେନ୍ଦର୍ ସତନାମି, ଗଙ୍ଗାରାମ ସତନାମୀ, ଜୟାନନ୍ଦ୍ ସତନାମୀ, ଏବଂ ଜିତେନ୍ଦ୍ର ସତନାମୀ ବହୁ ଯୁବ ସ୍ବେଛାସେବୀ ସାମିଲ ହୋଇଥିଲେ। ଆସନ୍ତା ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉତ୍ସବ କୁ ସଫଳ କରିବା ପାଇଁ ଗ୍ରାମବାସୀଙ୍କୁ ଆହ୍ବାନ କରିଛନ୍ତି।
