*ନୂଆପଡ଼ା ଜିଲ୍ଲା ଖଡିଆଳ ଆମ୍ବେଦକର ଛକ ଠାରେ ସମ୍ବିଧାନ ଦିବସ ପାଳିତ, ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଆମ୍ବେଦକର ଛକ ଠାରେ ସମ୍ବିଧାନ ଦିବସ ପାଳିତ, ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସମ୍ବିଧାନ ଦିବସ ପାଳିତ ହୋଇଥିବା ବେଳେ ଆଜି ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ଅଟେ। ଆଜି ଦିନରେ ସମ୍ବିଧାନ ପ୍ରଣୟନ ହୋଇ ଭାରତର ସମ୍ବିଧାନ ଶ୍ଵତ୍ତନ୍ତ୍ର ବିଧି ବ୍ୟବସ୍ଥା, ନୀତି ନିୟମ ରେ ପରିଚାଳନା ହେବା ନେଇ ନିଷ୍ପତ୍ତି ହୋଇଥିଲା।
