ଜାମଷେଦପୁର ଚିଫ ଜୁଡ଼ିସିଆଲ ଅଦାଲତ ରେ ରାୟ
ବାରିପଦା ( )ବିଷଟୁପୁର ଥାନା ଅନ୍ତର୍ଗତ ପୁରାଣ କୋର୍ଟ ପାଖ ଜାମଷେଦପୁର ରେ ଗତ 8.8.୨୦୨6 ବସ୍ ନମ୍ବର OD33AW0567 ଟି ସକୁଟି ନଂ Jh05EB-6545 ଦୁର୍ଘଟଣା ହୋଇଥିଲା ! ଯାହାକି ବିଷଟୁପୁର ଥାନା କେଶ ନଂ 95/26 ! ଆବେଦନ ଦରଖାସ୍ତ ବସ୍ ଡ୍ରାଇଭର ଓ OD33AW/0567 ନଂ ର ବସ୍ କୁ ରିଲିଜ଼ ପାଇଁ ! ଜାମଷେଦପୁର ର ଚିପ ଜୁଡ଼ିସିଆଲ ଅଦାଲତ କେସେ ଟିକୁ ଶ୍ରୀ ବିଶ୍ୱାଳ ଗୌରବ ବିଚାର କରି ବସ୍ ଓ ଡ୍ରାଇଭଏର କୁ ରିଲିଜ଼ ଆଦେଶ ଦେଇଛନ୍ତି । ଓସରଟିସି ର ଓଡିଶା ପରିଚାଳକ ଭୁବନେଶ୍ୱର ରେ ପ୍ରିୟଙ୍କା ନନ୍ଦ ଓ ଏହି କେସଟିକୁ ଜାମଷେଦପୁର ଓକିଲ ଲୀନା ମହାନ୍ତି ଓ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।
