*ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ତା ୩୦.୯.୨୦୨୬
ଯୋରନ୍ଦା ଆଞ୍ଚଳିକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଆନୁକୂଲ୍ୟରେ ଗଁଦିଆ ବ୍ଳକ ର ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସଂଘ ର ସଭାପତି ନେତ୍ରାନନ୍ଦ ରାଉତ ଓ ସମ୍ପାଦକ ରବିନାରାୟଣ ରାଉଳ ଙ୍କ ନେତୃତ୍ବରେ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ଗଁଦିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ମାଧ୍ୟମରେ ଭାରତର ଯଶସ୍ୱୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କୁ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ସମସ୍ୟା ସମ୍ପର୍କିତ ୧୨ ଟି ପଏଣ୍ଟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ସହିତ ଅବସର ପ୍ରାପ୍ତ ଶିକ୍ଷକ ନେତା ଶେଷଦେବ ନାଥ, ଅବସର ପ୍ରାପ୍ତ କର୍ମଚାରୀ ଯୁଗଳ କିଶୋର ମିଶ୍ର, ଅନ୍ନଦା ଶଙ୍କର ପତି, ଶରତ ଚନ୍ଦ୍ର ନାୟକ, ବିଚିତ୍ରାନନ୍ଦ ସାମଲ, ଉମେଶ ଚନ୍ଦ୍ର ମହାରଣା, ସୁଧାଂଶୁ ଶେଖର ରାଉତ, ରବିନାରାୟଣ ପରିଡ଼ା, ପ୍ରାଣବନ୍ଧୁ ନାୟକ, ବସନ୍ତ କୁମାର ପାତ୍ର, ସଙ୍କର୍ଷଣ ପୋଥାଳ, ଅଖିଳ କୁମାର ବିଶ୍ବାଳ, ପ୍ରଭାକର ବିଶ୍ବାଳ, ତ୍ରିଲୋଚନ ସାହୁ, ବିରଞ୍ଚି ନାରାୟଣ ନାୟକ, ବିରଞ୍ଚି ନାରାୟଣ ବେହେରା, ଅ
