Slug. ବୋବାରିଆ ଗ୍ରାମରେ ବଜରଙ୍ଗ ବାଲି ମୂର୍ତ୍ତି ପ୍ରତିଷ୍ଠା
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
Anchor.କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଅନ୍ତର୍ଗତ ବୋବାରିଆ ଗ୍ରାମରେ ଆଜି ରବିବାର ଦିନ ବଜରଙ୍ଗି ମୂର୍ତ୍ତି ପ୍ରତିଷ୍ଠା ଅର୍ଜନ କରି ଥିଲେ ପ୍ରଭୁ ବଜରଙ୍ଗ ବାଲି କୁ ନଡ଼ିଆ, ଧୂପକାଠି, ସିନ୍ଦୁର ଲଗାଇ ପୂଜାର୍ଚନା କରାଇ ଥିଲେ ଗ୍ରାମର ରାହୁଲ ରଞ୍ଜନ ଦଳପତି, ପୂଜକର୍ତ୍ତା ହିମାଦ୍ରୀ ଦଳପତି, ଓ ପୁଷ୍ପାଞ୍ଜଳି ଦଳପତି, ପୂଜକ ଦୁଲବ ଦାସ ପ୍ରମୁଖ ମିଶି ସହଯୋଗ କରି ଥିଲେ
