*ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ବନ୍ୟାଜଳ ନିଷ୍କାସନ, ପାଞ୍ଚ ଗୋଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ହେବା ନେଇ ନିର୍ମାଣଧୀନ ମୁଖ୍ୟ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ ଙ୍କ ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ) ତା:୨୯.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ବନ୍ୟାଜଳ ନିଷ୍କାସନ କରାଯାଉଅଛି। ନୂଆପଡ଼ା ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବୃଷ୍ଟି ପାତ ହେବା ଯୋଗୁ ବନ୍ୟା ପରିସ୍ଥିତି ହୋଇଅଛି। ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରେ ୯ ଗୋଟି ଗେଟ୍ ରହିଥିବା ବେଳେ ୫ ଗୋଟି ଗେଟ୍ ଖୋଲିଥିବା ସୂଚନା ଦେଇଛନ୍ତି। ପ୍ରକଳ୍ପ ଜଳ ରାଶିକୁ ୨୦୦୭ ଘାଟ ଫୁଟ ଜଳ ପ୍ରବେଶ କରିଥିବା ବେଳେ ୫ ଗୋଟି ଗେଟ୍ ମାଧ୍ୟମରେ ୨୩୯୬ ଘନଫୁଟ ଜଳ ନିଷ୍କାସିତ ହେଉଅଛି।, ପାଞ୍ଚ ଗୋଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ହେବା ନେଇ ନିର୍ମାଣଧୀନ ମୁଖ୍ୟ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ ଙ୍କ ପ୍ରକାଶ କରିଛନ୍ତି।ଆଜି ସକାଳ ୮ ଘଣ୍ଟା ସମୟରେ ତିଖାଳି ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ୮୩୯ ଘନ ଫୁଟ ଜଳ ପ୍ରବେଶ କରିଥିବା ବେଳେ ଠିକ୍ ପରବର୍ତ୍ତୀ ସମୟରେ ପାଞ୍ଚ ଗୁଣା ୪ ହଜାର ରୁ ଉର୍ଦ୍ଧ ଘନଫୁଟ ଜଳ ପ୍ରବେଶ କରିଥିଲା।
