*ନୂଆପଡ଼ାରେ ବିଜେପିର ଶକ୍ତି ବୃଦ୍ଧି: ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ଓ କ୍ଷମାଶଗର ନିଆଲ**
ନୂଆପଡା(ମିଖାଏଲ ନନ୍ଦ) ତା:୨୫.୦୭.
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା। ଏବଂ କଳାହାଣ୍ଡି ଜିଲ୍ଲାର ବହୁ କର୍ମୀ ନେତାଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ। ଏହି ମିଶ୍ରଣ ପର୍ବରେ ନୂଆପଡ଼ା ଜିଲ୍ଲା ର ଅନେକ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗଦାନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ଓ କ୍ଷମାଶଗର ନିଆଲ ସହ ବହୁ ନେତା ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତୀ, ଲମ୍ବୋଦର ନିଆଲ, ପ୍ରମୁଖ ଉପସ୍ଥିତ ଥିଲେ।
