ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଏକଦଶାହ ଉପଲକ୍ଷେ
ଓମ୍ ଇନ୍ଦୁମତୀ ନାୟକ
ପ୍ରଗତି ନଗର ଅନୁଗୋଳ
ଆଜକୁ ଦଶ ଦିନ ହୋଇ ଗଲା ତୁମର ସେହି ସ୍ନେହ ଶ୍ରଦ୍ଧା ଓ ପ୍ରେମମୟ ଆଦର୍ଶ ଆମ ପାଇଁ ଏକ ଅଭୁଲା ସୃତୀ
ତୁମ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଅଛୁ
ହତ ଭାଗା ପୁତ୍ର ବିପିନ ବିହାରୀ ନାୟକ
ଆନନ୍ଦ ଚନ୍ଦ୍ର। ନାୟକ
ପରିବାର ବର୍ଗ ଓ
ବନ୍ଧୁବାନ୍ଧବ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜଦୂତ ଖବର
