ଭୁବନେଶ୍ଵର(ରିପୋର୍ଟ୍ ଜୀଵନ ଜ୍ଯୋତି ରଣା)
14/06/2026/
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ ବିହାର ସ୍ଥିତ N-6,ବିଡ଼ିଏ ପାର୍କ ଏବଂ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧବିହାରରେ ଭବ୍ୟ ରଜ ମଉଜ ମହୋତ୍ସବରେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ରଜଦୋଳି ଏବଂ ବିଭିନ୍ନ ଷ୍ଟଲଗୁଡିକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବୋହୁତ ଖୁସି ଅନୁଭବ କଲେ
ଓଡ଼ିଶାର ସମୃଦ୍ଧ ଲୋକପରମ୍ପରା, ସଂସ୍କୃତି କଳାକୁ ଉଜାଗର କରିବା ସହିତ ସ୍ଥାନୀୟ ପ୍ରତିଭାମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଓ ସମସ୍ତଙ୍କ ଭିତରେ ଭାଈଚାରା ସ୍ଥାପନ କରିବା ଏହାର ମୂଳ ଉଦ୍ଦେଶ୍ୟ l
ଆମ କଳା, ସଂସ୍କୃତି ଏବଂ ମାଟିର ପରମ୍ପରାକୁ ଉଜ୍ଜୀବିତ କରୁଥିବା ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରିଦେଉ
