*ନୂଆପଡ଼ା ଜିଲ୍ଲା ସମାଜବାଦ ଅନ୍ତର ରାଷ୍ଟ୍ରୀୟ ମାଂଝୀ ସିନାପାଲି ବ୍ଲକର ସମାଜସେବୀ ଯୁବ ସମାଜ ମାନଙ୍କୁ ନେଇ ହୋଇଥିବା ଆକ୍ରୋଶ ମୂଳକ ନିନ୍ଦନୀୟ ମନ୍ତବ୍ୟ ନେଇ ନୂଆପଡ଼ା ଏସପି କାର୍ଯ୍ୟଳୟ ଦ୍ୱାରସ୍ତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୪.
ଆଦିମ ଜାତି ଆଦିବାସୀ ଗୋଣ୍ଡ ଙ୍କ ବିରୋଧ ରେ କୀର୍ତ୍ତନ ଗୁରୁ ନୀଳାଚଳ ହଂସ ଗୋଣ୍ଡ ସମାଜ ପ୍ରତି ଅହେତୁକ ନିନ୍ଦନୀୟ ମନ୍ତବ୍ୟ ସହ ମନୋଭାବ ନେଇ ଗୋଣ୍ଡ ସମାଜ ପ୍ରତି ଅପମାନ, ମାନହାନି ଆପତ୍ତି ଜନକ ଟିପଣୀ କରିଥିଲେ। ଏହା ନେଇ ଆଜି ସମାଜ ପକ୍ଷ ରୁ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଏକ ସ୍ମରକ୍ ପତ୍ର ପ୍ରଦାନ କରିଛନ୍ତି। ସିନାପାଲି ଥାନା ରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ବିରୁଦ୍ଧରେ ଏସ ପି ଙ୍କୁ ଆବେଦନ ଦେବା ସହିତ କୋର୍ଟ କୁ ମଧ୍ୟ ଆବେଦନ କରିଛନ୍ତି। ଆଦିମ ଜାତି ଆଦିବାସୀ ଗୋଣ୍ଡ ପଛ ଘୁଂଚା ଦେବ ନାହିଁ ବୋଲି ଆହ୍ୱାନ କରିଛନ୍ତି।
