
χସୀମାନ୍ତ ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ଯୋଗ
ଅନୁଷ୍ଠିତ****ବମ୍ବେଛକ……ସାରସକଣା ବ୍ଲକ୍ ଅନ୍ତର୍ଗତ ଝାରପୋଖାରିଆ ଠାରେ ଗଢି ଉଠିଥିବା ସୀମାନ୍ତ ବରିଷ୍ଟ ନାଗରିକ ମଞ୍ଚ ଦ୍ୱାରା ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ।ଏହା ଦୁଇ ଦିନ ଧରି ଚାଲିବା ସହିତ ଗତ ମଙ୍ଗଳବାର ଉଦଯାପିତ ହୋଇଯାଇଛି , ବରିଷ୍ଟ ନାଗରିକ ମଞ୍ଚ ର ସଭାପତି ଶ୍ରୀ ସୁନିଲ କୁମାର ମହପାତ୍ର ଓ ଉପଡେଷ୍ଟାଶିବିର ଶ୍ରୀ ଜୟ ହରି ଘୋଷ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ବେଳେ ମଞ୍ଚ ର ସମ୍ପାଦକ ଶ୍ରୀ ଘାସିରାମ ମହନ୍ତ ସଂଯୋଜନା କରିଥିଲେ ।ଏକ ସଛୋ ଓ ନୀରଗ ଜୀବନ ଯାପନ କରିବାପାଇଁ ଯୋଗ ଓ ପ୍ରୟାନମ ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପରିଶେଷରେ ମଞ୍ଚ ର ଉପସଭାପତି ଶ୍ରୀ ଭରତ ଚନ୍ଦ୍ର ମହନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ , ସାରସକଣା ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜାଦୂତ