ପାଣି ପାଇଁ ଡହଳ ବିକଳ ବଡ
ନେଉଳି ଗ୍ରାମବାସି
_________________________
କେନ୍ଦୁଝର ଏହି ଜିଲ୍ଲା ଝୁମ୍ପୁରା ବ୍ଲକ୍ ବଡ ନେଉଳି ଗ୍ରାମର ରାସ୍ତାକଡରେ ଅନେକ ଦିନ ହେଲା ପାଣି ପାଇପ୍ ଫାଟି ପାଣି ଚାରିଆଡେ ବହିଚାଲିଛି ! ସେହି ପାଇପ୍ ନାଏକ ସାହି ବଡ ନେଉଳିଛକ ଏବଂ ଏଏନ୍ଏ ସେଣ୍ଟର ଆରୋଗ୍ୟ ସ୍ଵାସ୍ଵକେନ୍ଦ୍ର, ମିଶନ ଶକ୍ତି ଗୃହକୁ ଯୋଗାଯୋଗ କରୁଛି । ପାଇପ୍ ଫାଟିବା ଦ୍ବାରା ଠିକ୍ ସେ ପାଣି ମିଳୁନାହିଁ| ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଯେଉଁ ନଳକୂପ ଅଛି ପାଣି ନାଲି ବାହାରୁଛି। ସେ ପାଣି ପିଇବା ଉପଯୋଗୀ ନାହିଁ। ଏହାର ସମାଧାନ ପାଇଁ ଗ୍ରାମ ସରପଞ୍ଚଙ୍କୁ ଅନେକ ବାର କୁହାଗଲେ ମଧ୍ୟ ଖାଲି ପ୍ରତିଶୃତି ମିଳୁଛି କାମ ହେଉନାହିଁ| ଅନେକ ଥର ଉଚପଦସ୍ଥ ଅଫସରକୁ ଫୋନ ଯୋଗଯୋଗା ଯୋଗ ହୋଇଛି କିନ୍ତୁ କିଛି ହେଉନାହିଁ ଖାଲି ପ୍ରତି ସୃତି ଦିଆ ଚାଲିଛି।
