*ଖରୀଆର ରୋଡ ମହୋତ୍ସବ ଦ୍ଵିତୀୟ ସଂନ୍ଧ୍ୟା ସଂସ୍କୃତି ଓ ପରମ୍ପରା ର ମହା ମିଲ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୨.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହର ବାସୀଙ୍କ ମାତୃଭୂମୀ ପ୍ରତି ଅଗାଢ ଭକ୍ତି, ସହ ଏକତା ପଥ ରେ ବାନ୍ଧି ହେବା ର ମହାମନ୍ତ୍ର ଅଟେ ଖରୀଆର ମହୋତ୍ସବ। ସ୍ଥାନୀୟ ନେତୃମଣ୍ଡଳୀ ଯୋଗ ଦେଇ ଏହି ମହୋତ୍ସବ ମାଧ୍ୟମରେ ବିଭିଦ୍ଧତା ମଧ୍ୟରେ ଏକତା, ମହନୀୟ ପରମ୍ପରା କୁ ନେଇ ଉଜ୍ଜୀବିତ କରିବାର ନିଆରା ସଙ୍ଗମ ଅଟେ। ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଷୀ, ଘାସିରାମ ମାଝୀ,ରାଜେଶ ନିଗମ, ଅଙ୍କିତା ସିଂଘାଇ, ଜୈନ୍, ନିଶାନ ଡାଗା, ମୁକେଶ ଚନ୍ଦ୍ରକାର, ସଂଜୀବ ଶର୍ମା, ପ୍ରେମ ସାହୁ, ଲଳିତ ଅଗ୍ରୱାଲ, ଦୀପକ ଦଙ୍ଗର୍ଵାଲ ଜୈନ୍, ମିତା ମିଶ୍ର, ପଙ୍କଜ ମାରୋଦିଆ, ଭିକି ଜୈନ୍, ବାବଳୁ ଗାନ୍ଧୀ, ସୋନୁ ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ। ସଂସ୍କୃତି କାର୍ଯ୍ୟକ୍ରମ ରେ ବିଭୋର ଦର୍ଶକ
