ପରଲୋକ ରେ ଶୁଗା ସୋରେନ
——————-‐——————–
କେନ୍ଦୁଝର ଜିଲ୍ଲା କେନ୍ଦୁଝର ସହରର ୧୮ ନମ୍ବର ୱାର୍ଡ ,ସାତସିଂଘା ର କାଉନସିଲର ଶ୍ରୀମାନ କିରଣ କୁମାର ସୋରେନ ଙ୍କ ବଡ଼ ମା” ସ୍ବର୍ଗତ ଶୁଗା ସୋରେନଙ୍କର ଗତ ୩୦/୧୨/୨୦୨୫ ତାରିଖ ମଙ୍ଗଳବାର ଦିନ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସବୁଦିନ ପାଇଁ ପରଲୋକ ଗମନ କରିଛନ୍ତି।
ଆଜି ୦୯/୦୧ /୨୦୨୬ ତାରିଖ ଶୁକ୍ରବାର ଦିନ ଏକାଦଶ କ୍ରିୟାର ରେ ସମସ୍ତ ଆତ୍ମିୟ ସ୍ଵଜନ, ପରିବାର ବର୍ଗ, ବନ୍ଧୁ ବାନ୍ଧବ ଯୋଗ ଦେଇ ଆତ୍ମାର ସଦ୍ ଗତି ପାଇଁ ଈଶ୍ବର ଠାରେ ପ୍ରାର୍ଥନା କରିଛନ୍ତି।
ଆଜିର ଏକଦଶ କ୍ରିୟା ରେ ସମସ୍ତ ପୋଡେଶୀ ଅତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବ ସହଯୋଗ କରିଥିଲେ l
