*ସାଂସଦ ରବିନାରାୟଣ ବେହେରା ଙ୍କ ପ୍ରତିନିଧି ହେଲେ ନିରଞ୍ଜନ ଘଡ଼ାଇ l*
ବ୍ୟାସନଗର : ବରିଷ୍ଟ ବିଜେପି ନେତା ନିରଞ୍ଜନ ଘଡ଼ାଇ ଭାରତୀୟ ଜନତା ପାର୍ଟି ର ସଦସ୍ୟତା 2004 ରେ ନେଇଥିଲେ.22 ବର୍ଷ BSF and CBI ରୁ ରିଟାୟାଡ଼ 2009 ରେ ନେବା ପରେ ପୂର୍ବତନ ବିଧାୟିକା ସ୍ବର୍ଗୀୟ ସଞ୍ଚିତା ମହାନ୍ତି ଙ୍କ ଦ୍ୱାରା ବିଜେପି ରେ ସକ୍ରିୟ ଭାବେ କାମ କରି. ବ୍ୟସଦେବ ମଣ୍ଡଳ ର କାର୍ଯକାରୀ ସଭାପତି, ଜିଲ୍ଲା ପ୍ରତିନିଧି, ଜିଲ୍ଲା ସମ୍ପାଦକ ଇଲେକ୍ସନ 2024 ରେ ପ୍ରଭାରୀ ବଡ଼ଚଣା ଏବଂ ସଂଯୋଜକ କୋରାଇ କାର୍ଯ୍ୟ କରୁଥିଲେ। ଏବେ ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଅଛନ୍ତି. ମାନନୀୟ ସାଂସଦ ରବିନାରାୟଣ ବେହେରା ଙ୍କ ଦ୍ୱାରା ସାଂସଦ ପ୍ରତିନିଧି ବ୍ୟାସ ନଗର କରିଥିବାରୁ, ସାଂସଦ ଏବଂ ବିଧାୟକ କୋରାଇ ଙ୍କୁ କୃତଜ୍ଞତା ଜଣାଇଲେ।
